Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ସ୍ମୃତି ମନ୍ଧାନ ଏବଂ ପଲାଶ ମୁଚାଲଙ୍କ ବିବାହ ଡିଲିଟ୍ କଲେ ବିବାହ ଉତ୍ସବ ଫଟୋ

Posted on November 25, 2025

ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚାଲଙ୍କ ବିବାହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଯାଇଛି । ସ୍ମୃତି ଙ୍କ ବାପାଙ୍କୁ ସାମାନ୍ୟ ହାର୍ଟ ଆଟାକ୍ ଆସିବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ କାହାଣୀରେ ପୁଣି ଏକ ନୂଆ ମୋଡ଼ । କ୍ରିକେଟ ସ୍ମୃତି ମନ୍ଧାନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମେହେନ୍ଦୀ ଏବଂ ହଲଦୀ ସହିତ ବିବାହ ଉତ୍ସବରେ ସବୁ ଫଟୋ ଡିଲିଟ୍ କରିଦେଇଛନ୍ତି ।

ସ୍ମୃତିଙ୍କ ବାପା ହସପିଟାଲରେ ଭର୍ତ୍ତି ହେବା ପରେ ପୁଣି ହସପିଟାଲରେ ପଲାଶ ମୁଚାଲ ମଧ୍ୟ ହସପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ହସପିଟାଲରୁ ଏବେ ଡିସଚାର୍ଜ ହୋଇଛନ୍ତି ପଲାଶ । ମୁମ୍ବାଇ ଘରେ ଏବେ ବିଶ୍ରାମ କରୁଛନ୍ତି ପଲାଶ ।

ତେବେ ଏତେ ସବୁ ଅସୁବିଧା ପରେ ସ୍ମୃତି ଇନଷ୍ଟାଗ୍ରାମରୁ ନିଜର ପ୍ରି ୱେଡିଂ ସେଲିବ୍ରେସନ ଏବଂ ସଂଗୀତ, ମେହେନ୍ଦୀ, ହଲଦୀର ଫଟୋ ଡିଲିଟ୍ କରିଦେଇଛନ୍ତି । ସ୍ମୃତି ନିଜ ପରିବାର ଏବଂ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇଛନ୍ତି ।
ସ୍ମୃତିଙ୍କ ବିବାହକୁ ଫ୍ୟାନ୍ସ ଅପେକ୍ଷା କରି ରହିଥିବା ବେଳେ ତାଙ୍କ ପରିବାର ସମର୍ଥନରେ ମେସେଜ କରୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିକ୍ରିୟା ଏବଂ ସହାନୁଭୂତି ଦେବା ସହିତ ମନୋବଳ ବଢାଉଛନ୍ତି ।

ପଲାଶ ମୁଚାଲଙ୍କ ଭଉଣୀ ପଲକ ଲେଖିଛନ୍ତି, ସ୍ମୃତି ଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ପଲାଶ ଏବଂ ସ୍ମୃତି ଙ୍କ ବିବାହକୁ ରୋକାଯାଇଛି । ଆପଣ ସମସ୍ତଙ୍କୁ ନିବେଦନ କି, ଏଭଳି ସମୟରେ ପରିବାରର ପ୍ରାଇଭେସୀ ବଜାୟ ରଖନ୍ତୁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme