Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନାବାଳିକାଙ୍କୁ ମିଠେଇ ଦେଇ ଦୁଷ୍କର୍ମ ଉଦ୍ୟମ , ଶିକ୍ଷକ ଗିରଫ

Posted on December 27, 2025

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଘର ପାଖ ଦୋକାନକୁ ଯାଇଥିବା ବେଳେ ଜଣେ ଶିକ୍ଷକ ମିଠେଇ ଖାଇବାକୁ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡ଼ିତାଙ୍କ…

ଶିଖରଚଣ୍ଡୀ ପାହାଡ଼କୁ ପ୍ରବେଶ ମନା । ଅଙ୍କୁଶ ଲଗାଇଲା ବନ ବିଭାଗ

Posted on December 27, 2025

ଶିଖରଚଣ୍ଡୀ ପାହାଡ଼କୁ ପ୍ରବେଶ ମନା । ଅଙ୍କୁଶ ଲଗାଇଲା ବନ ବିଭାଗ । ଗତ ୩ ଦିନ ହେବ ଦୁଇଟି ବଡ଼ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ଼ରେ ଡେରା ପକାଇଛନ୍ତି । ହାତୀ ବୁଲୁଥିବାରୁ ପାହାଡ଼କୁ ଯିବାକୁ ବାରଣ କରିଛି ବନ ବିଭାଗ ।…

ଫରେଷ୍ଟର ବାବୁଙ୍କ ଘରୁ ପୁଳାପୁଳା ସୁନା ଓ ବିଡ଼ାବିଡ଼ା ଟଙ୍କା ଜବତ

Posted on December 27, 2025

କୋଟିପତି ଫରେଷ୍ଟରଙ୍କ ସମ୍ପତ୍ତି ଦେଖି ଭାଜିଲାନ୍ସ ତାଜୁବ। ଯେତେ ଖୋଳିଲେ ସେତେ ବାହାରୁଛି । ଭିଜିଲାନ୍ସ ହାତରେ ଲାଗିଛି ଫରେଷ୍ଟ ନିରଞ୍ଜନ ଶତପଥୀଙ୍କ ଟ୍ରାଭେଲ ହିଷ୍ଟ୍ରି । ମାଲେସିଆ ଓ ଥାଇଲାଣ୍ଡ ଭଳି ଜାଗାରେ ମଉଜ କରିଥିଲେ ସରକାରୀ ବାବୁ । ବିଦେଶୀ ଟଙ୍କାରେ…

କୋଟିପତି ହେବେ ମା’ ହୋଇଥିବା ମହିଳା

Posted on December 27, 2025

ଟେଲିଗ୍ରାମର ମାଲିକ ପାଭେଲ ଡୁରୋଭ୍ ନିଜର ଦାନ କରିଥିବା ଶୁକ୍ରାଣୁରୁ ମା’ ହେଉଥିବା ମହିଳାଙ୍କୁ ସମ୍ପତ୍ତିରେ ଭାଗ ଦେବାକୁ ଘୋଷଣା କରିଛନ୍ତି । ପାଭେଲଙ୍କ ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ଶୁକ୍ରାଣୁକୁ ମସ୍କୋର ଏକ ପ୍ରସିଦ୍ଧ ପ୍ରଜନନ କ୍ଲିନିକରେ ସୁରକ୍ଷିତ ରଖାଯାଇଛି । ତାଙ୍କ ଅଫର୍ ପରେ ତାଙ୍କ ଶୁକ୍ରାଣୁ…

ବିଶ୍ୱର ସବୁଠୁ ଥଣ୍ଡା ସ୍ଥାନ, ପାରଦ -୫୬ ଡିଗ୍ରୀ

Posted on December 27, 2025

ରୁଷ୍‌ର ୟାକୁତିଆରେ ଥଣ୍ଡା ରେକର୍ଡ ଭାଙ୍ଗିଛି । ଏଠାରେ ତାପମାତ୍ରା ବିଯୁକ୍ତ ୫୬ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଛି, ଯାହା ବର୍ତ୍ତମାନ ପୃଥିବୀର ସବୁଠୁ କମ୍ ତାପମାତ୍ରା । ଏଭଳି ଥଣ୍ଡାରେ ଖୋଲା ସ୍ଥାନରେ ମାତ୍ର କିଛି ମିନିଟ୍‌ରେ ଶରୀର ଜଡ଼ ହେବାର ଆଶଙ୍କା ରହିଛି । ୟାକୁତିଆର ଟିକସୀ…

ଯାନବାହନ ବଢ଼ାଉଛି ୪୦ ପ୍ରତିଶତ ପ୍ରଦୂଷଣ, ଲୋକଙ୍କ ସ୍ୱାସ୍ଥ୍ୟ ଓ ଅର୍ଥ ବ୍ୟବସ୍ଥା ଉପରେ ପକାଇବ ପ୍ରଭାବ

Posted on December 27, 2025

ଭାରତରେ କୋଭିଡ-୧୯ ପରେ ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଉଭା ହୋଇଛି ବାୟୁ ପ୍ରଦୂଷଣ। ବ୍ରିଟେନରେ କାର୍ଯ୍ୟରତ ଭାରତର ଅନେକ ବରିଷ୍ଠ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଭଳି ଦାବି କରିଛନ୍ତି । ସେମାନେ କହିଛନ୍ତି, ଆଗାମୀ ଦିନରେ ଏହି ପ୍ରଦୂଷଣ ଲୋକଙ୍କ…

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

Posted on December 27, 2025

କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନା ଘାଟି କୁନ୍ଦୁରୁବୁରୁ ନିକଟରେ ଅଘଟଣ। ୫୨୦ ନମ୍ବର ଜାତୀୟ ରାଜପଥରେ ଶନିବାର ଭୋର ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କେ ବଲାଙ୍ଗ ଥାନା ଅନ୍ତର୍ଗତ କୁନ୍ଦୁରୁବୁରୁ ନିକଟରେ ଏକ…

୨୧ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା, ଗୋଟିଏ ସିଟିଂରେ ହେବ ପେପର-୧ ଓ ୨ ପରୀକ୍ଷା

Posted on December 27, 2025

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ୨୦୨୬ ଜାନୁଆରୀ ମାସ ୨୧ ତାରିଖରେ ଅନୁଷ୍ଠିତ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ଉକ୍ତ ଦିନ ସକାଳ…

ଆହୁରି ଅସହ୍ୟ ହେବ ଜାଡ଼, ଶୀତରେ କଲବଲ ରାଜ୍ୟବାସୀ

Posted on December 27, 2025

  କାନ୍ଥ, ଚଟାଣ ସବୁ କାଲୁଆ । ଟାଙ୍କି ପାଣି ଯେମିତି ବରଫ । ପଦାକୁ ଗଲେ ଦେହ, ହାତ ଥରାଉଛି । ମାଘ ଆସିନି, ହେଲେ ବାଘୁଆ ଶୀତ ଜନଜୀବନକୁ କଲବଲ କଲାଣି । ଆଗକୁ ଏ ଶୀତ ଆହୁରି ଅସହ୍ୟ ହେବ…

ତାଳଚେର ବିଜେଡ଼ି ପକ୍ଷରୁ ୨୯ତମ ପ୍ରତିଷ୍ଠା ଦିବସ ପାଳନ ।

Posted on December 26, 2025

ତାଳଚେର ସାଉଥ ବଲଣ୍ଡା ସ୍ଥିତ କଲ୍ୟାଣି ମଣ୍ଡପଠାରେ ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏଥିରେ ବିଜେଡି ଜିଲା ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

Posts pagination

Previous 1 … 52 53 54 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme