ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ବ୍ରାହ୍ମଣୀ ନଦୀ ଦେଉଳି ଗାଁ ନିକଟ ଗୋକର୍ଣ୍ଣେଶ୍ୱର ବାଲିଘାଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଉଛି କୁମାରୀ ପଞ୍ଚାୟତ ଦେଉଳି ଗ୍ରାମର ନରେଶ ରଣା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳକୁ ନରେଶ ରଣା…
ତାଇୱାନରେ ପ୍ରଳୟଙ୍କରୀ ଭୂମିକମ୍ପ, ୭.୦ ତୀବ୍ରତାରେ ଥରିଲା ରାଜଧାନୀ ତାଇପେଇ
ଶନିବାର ବିଳମ୍ବିତ ରାତିରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଛି ଦ୍ୱୀପରାଷ୍ଟ୍ର ତାଇୱାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି। ରାଜଧାନୀ ତାଇପେଇ ସମେତ ସମଗ୍ର ଉତ୍ତର-ପୂର୍ବ ଉପକୂଳ ଅଞ୍ଚଳରେ ଏହି କମ୍ପନ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ୟିଲାନ୍ ଜିଲ୍ଲାରୁ…
ବାଲେଶ୍ୱର ହୋଟେଲରେ ଯୁବକଙ୍କ ରହସ୍ୟମୟ ମୃତ୍ୟୁ; କୁଆଡ଼େ ଗଲେ ସେହି ରହସ୍ୟମୟୀ ମହିଳା?
ବାଲେଶ୍ୱର ସହରର ଏକ ହୋଟେଲରେ ଯୁବକଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ସହଦେବଖୁଣ୍ଟା ସ୍ଥିତ ‘ହୋଟେଲ ସୁରଜ’ରୁ ଆକାଶ ମହାନ୍ତ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ, ଘଟଣାସ୍ଥଳରୁ ଜଣେ ମହିଳା ନିଖୋଜ ଥିବା ଜଣାପଡ଼ିଛି। ସେହି ରହସ୍ୟମୟୀ…
ବରଗଡ଼ ଧନୁଯାତ୍ରା: ଗୋପପୁରରେ କୃଷ୍ଣଙ୍କ ଲୀଳା, କଂସ ଦରବାରରେ ମୃତ୍ୟୁର ଭୟ; ୟୁନେସ୍କୋ ମାନ୍ୟତା ପାଇଁ ପ୍ରୟାସ ଜାରି
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଏବେ ଶୀର୍ଷ ସ୍ଥାନରେ ପହଞ୍ଚିଛି। ଅଧର୍ମ ଉପରେ ଧର୍ମର ବିଜୟର ଏହି ମହାନ ପର୍ବରେ ଚତୁର୍ଥ ଦିବସ ଶେଷ ହୋଇଥିବା ବେଳେ ଗୋପପୁର ଓ ମଥୁରା ନଗରୀ ଉତ୍ସବମୁଖର ହୋଇଉଠିଛି। ଗୋପପୁର ସାଜିଥିବା ଅମ୍ବାପାଲିରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦ୍ୱାପର…
ବିନିକାରେ ଅଭାବନୀୟ ଘଟଣା: ୧୧ ଦିନ ପରେ ମାଟି ତଳୁ ମିଳିଲା ନିଖୋଜ ଶ୍ରମିକଙ୍କ ମୃତଦେହ, ୫ ଅଟକ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗତ ୧୧ ଦିନ ଧରି ନିଖୋଜ ଥିବା ଜଣେ ଶ୍ରମିକଙ୍କ ମୃତଦେହ ମାଟି ତଳୁ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଗୁଲାପଡା ଗ୍ରାମର ପ୍ରକାଶ ମହାନ୍ତି।…
ପ୍ରତିଷ୍ଠା ଦିବସ ପରେ ବିଜେଡି କଲା ବଡ଼ ଘୋଷଣା
ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ କରିଛନ୍ତି। ଏହି ଜିଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଅନୁଗୋଳ, ମାଲକାନଗିରି, ସୋନପୁର, ଝାରସୁଗୁଡ଼ା ଏବଂ…
ସୋମବାର ଆରାବଳୀ ମାମଲାର ଶୁଣାଣି
ସୁପ୍ରିମକୋର୍ଟ ଆରାବଳି ପାହାଡ଼ ମାମଲାର ସ୍ୱତଃସ୍ପୃତ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଥିବା ଏକ ଖଣ୍ଡପୀଠ ସୋମବାରଠାରୁ ଏହି ମାମଲାର ଶୁଣାଣି କରିବେ। ସମ୍ପ୍ରତି ଆରାବଳି ପାହାଡ଼ ସମ୍ପର୍କରେ ଅନେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ତଥାପି, କେନ୍ଦ୍ର…
ସ୍ମାର୍ଟ ମିଟରକୁ ନେଇ ଅସନ୍ତୋଷ ଗ୍ରାହକ
ସ୍ମାର୍ଟ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ଏ ମିଟର ଲଗାଯିବା ଘଟଣା ଓଡ଼ିଶାରେ ନୂଆ ବିବାଦ ସୃଷ୍ଟି କଲାଣି । କେଉଁ କଂପାନିର ମିଟର ଲଗାଇବେ କର୍ତ୍ତୃପକ୍ଷ? ଘରୋଇ କମ୍ପାନୀ ପାଇଁ ରାଜ୍ୟବାସୀ କାହିଁକି କ୍ଷତି ସହିବେ ? ଏମିତି…
ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ
ବନ ବିଭାଗ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଆକ୍ରମଣ । ଛଡ଼ାଇ ନେଲେ କାଠ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଇଆନ କାଠ ମାଫିଆଙ୍କ ଦୌରାତ୍ମ୍ୟ । କାଠ ଚୋରା ଚାଲାଣ ବେଳେ ଧରିଲା ନୀଳଗିରି ବନବିଭାଗ । ତେବେ ବନ କର୍ମଚାରୀଙ୍କୁ ଆକ୍ରମଣ…
ଦୁଇଗୁଣା ବଢ଼ିବ ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ
ଆସନ୍ତା ୫ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ ଭିତ୍ତିଭୂମିଗୁଡିକର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀରେ…
