ବାଇକକୁ ପିଟିଲା କଣ୍ଟେନର, ୩ ମୃତ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ PN କଲେଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣ ବାଇକ ଆରୋହୀ ରଙ୍ଗରୁଟରେ ଭୁବନେଶ୍ବର ପଟୁ ବାଇକଟରେ ଯିବାବେଳେ ଦୁର୍ଘଟଣା ଘଟିଥିଲା । ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିଲା…
ଗଛରେ ପିଟିହେଲା କାର୍; ଘଟଣା ସ୍ଥଳରେ ଆରଆଇ ମୃତ
ମା ତାରାତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ବାଟରେ ଜଗି ଥିଲା ଯମ । ଗଛରେ ପିଟିହେଲା କାର୍ । ଆରଆଇଙ୍କ ମୃତ୍ୟୁ । ଦୁଇଟି ପରିବାରର ୬ ଜଣ ଗୁରୁତର । ହିନ୍ଦୋଳ ଥାନା ସେରଣା ବେଢା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । …
ସେଲ୍ଫି ନେବା ହେଲା କାଳ, ପାଣି ସୁଅରେ ଭାସି ଯୁବକ ନିଖୋଜ
ସେଲ୍ଫି ନେବା ହେଲା କାଳ । ସେଲ୍ଫି ନେଉଥିବା ବେଳେ ନଦୀରେ ଭାସିଗଲେ ଯୁବକ । ୧୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏବେ ଯାଏଁ ମିଳିନି ଯୁବକଙ୍କ ପତ୍ତା । ନିଖୋଜ ଯୁବକ ଜଣକ ମୁର୍ଶୀଦାବାଦର ସାହୀନ ଆଲାମ ଏବଂ ସେ ଯଶୀପୁରରେ ରହି ରାଜମିସ୍ତ୍ରୀ…
ବର୍ଷାରେ ଭିଜିବ ଦଶହରା; ଉପକୂଳରେ ବେଶି ବର୍ଷିବ
ପାର୍ବଣ ଭିଜାଇବାକୁ ଆସି ପହଞ୍ଚିଲାଣି ଆଉ ଗୋଟିଏ ଲଘୁଚାପ । ଏହା ଅବପାତ ହୋଇ ପ୍ରବଳ ବର୍ଷା କରିପାରେ ଦଶହରାରେ । ବେଶି ବର୍ଷିବ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…
ଟ୍ୟୁସନ୍ରୁ ଘରକୁ ଫେରୁଥିବା ନାବାଳିକାଙ୍କୁ କାରରେ ଉଠାଇ ଦୁଷ୍କର୍ମ : ବଡ଼ଗଡ଼ ପୁଲିସଙ୍କ ହାତରେ ୨ ଅଭିଯୁକ୍ତ
ଭୁବନେଶ୍ୱର: ଗତବର୍ଷ ଘଟିଥିବା ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ମାମଲାରେ ବଡ଼ଗଡ଼ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ ପେସାଦାର ଅପରାଧୀ ଦେବୀପ୍ରସାଦ ଜେନା (ଓରଫ ବୁବୁ) ଓ ଅମ୍ଳାନ ମହାନ୍ତି। ପୁଲିସ…
ବିଦୂତ ଖୁଣ୍ଟରେ ପିଟିହୋଇ ଆରହୀ ମୃତ
ରାଉରକେଲା : ଗତକାଲି ଅପରାହ୍ନ ଚାରିଟା ରେ ରାଏବଗା ଥାନ ଅନ୍ତର୍ଗତ କାଦୋବାହାଲ ଓଡି ୧୪ଏବି ୪୪୭୧ଏକ ବାଇକ ରେ କାନ୍ତିଆ ଲାଲ ସୋରେନ ଓ ସୁବର୍ଣ୍ଣ ଡାଙ୍ଗ ନିଜ ଗ୍ରାମ ବରଟୋଲୀ କୁ ଫେରୁଥିବା ବେଳେ ଭାରସମ୍ୟ ହରାଇ ଏକ ବିଦୂତଖୁଣ୍ଟ କୁ…
ନବରାତ୍ର ପୂଜା ଦେଖି ଫେରିବା ବେଳେ ୩ ମୃତ
ବାହୁଦା ନଦୀ ରେ ବୁଡି ମା, ଝିଅ, ନାତି, ମୃତ ନାତୁଣୀ ଗୁରୁତର ଚିକିଟି : କେ. ନୂଆଗାଁ ନିକଟସ୍ଥ ମା ରତ୍ନେଶ୍ୱରୀ ଙ୍କ ନବରାତ୍ରି ପୂଜା ଦେଖିବାକୁ ଆସି ବାହୁଦା ନଦୀ ପାର ହୋଇ ନିଜ ଗାଁ କଳିଙ୍ଗଦଳା ଫେରୁଥିବା ବେଳେ ନଦୀରେ…
ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କରିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ; ବଡ଼ଦାଣ୍ଡରେ ମଦ ମନା
ଶ୍ରୀମନ୍ଦିରର ୧କିମି ପରିଧି କିମ୍ବା ବଡ଼ଦାଣ୍ଡରେ ବିକ୍ରି ହେବନି ମଦ । ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କରିବା ପାଇଁ ମୋହନ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ମନ୍ଦିର ଚତୁଃପାର୍ଶ୍ୱରେ ମାଦକ ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । ସେହିପରି ବଡ଼ଦାଣ୍ଡରେ ଗୋଟିଏ ବି…
ଉପକାରୀ ଲେମ୍ୱୁ
ଲେମ୍ବୁ ହେଉ ଅବା ଏଥିରୁ ପ୍ରସ୍ତୁତ ସର୍ବତ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଆପଣଙ୍କ ଶରୀରରେ ଚର୍ବି ବଢ଼ିଯାଇଛି କି? ଯଦି ହଁ, ତେବେ ସରଳ ଉପାୟରେ ଏହାକୁ କମାଇ ପାରିବେ। ଏକ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି…
ତାଳଚେର LP ଇଭେଣ୍ଟ ପକ୍ଷରୁ ଦାଣ୍ଡିଆ ନାଇଟସ ଅନୁଷ୍ଠିତ…
ଶାରଦୀୟ ଦୁର୍ଗାପୂଜା ଅବସରରେ ତାଳଚେର ସାଉଥବଲଣ୍ଡା ଶିବ ମନ୍ଦିର ପଡିଆ ଠାରେ LP ଇଭେଣ୍ଟ ପକ୍ଷରୁ ଏକ ଦାଣ୍ଡିଆ ନାଇଟସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।…
