କଟକ ସହରରେ ଆଜି ବସ ଚଳାଚଳ ସ୍ବାଭାବିକ ରହିଛି । ନେତାଜୀ ବସ ଟର୍ମିନାଲରେ ସକାଳଠୁ ବସ ଆସିବା ଓ ଯିବା ଚାଲିଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ପଡ଼ୋଶି ରାଜ୍ୟରୁ ଯାତ୍ରୀମାନେ କଟକ ପହଞ୍ଚୁଛନ୍ତି । ସହରରେ ନିୟମ-ଶୃଙ୍ଖଳା ବଜାୟ ରଖିବା…
କର୍ଫ୍ୟୁ ସତ୍ତ୍ବେ ସହରରେ ଖୋଲା ରହିଛି ପେଟ୍ରୋଲ ପମ୍ପ, ପରିଚୟପତ୍ର ଦେଖାଇ ଯାଇପାରିବେ ଛାତ୍ରଛାତ୍ରୀ ଓ କର୍ମଜୀବୀ
କର୍ଫ୍ୟୁ ସତ୍ତ୍ବେ ସହରରେ ଖୋଲା ରହିଛି ପେଟ୍ରୋଲ ପମ୍ପ। ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିମାନ ଓ ରେଳ ଟିକେଟ ଦେଖାଇ ଯାତ୍ରୀମାନେ ଯାଇପାରିବେ । ବୟସ୍କ ନାଗରିକ ଓ ମହିଳାମାନଙ୍କୁ ଯିବାଆସିବା ପାଇଁ ଅନୁମତି…
ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ଯୁବକ ମୃତ
ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ କାଳିଆ ରେଡ୍ଡୀ ବୋଲି ଜଣାପଡ଼ିଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ,…
ବିହାର ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ ଓ ପର୍ଯ୍ୟାୟ!
ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହେବ । ନିର୍ବାଚନ କମିଶନ ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏହି ସମ୍ମିଳନୀରେ ନିର୍ବାଚନ ତାରିଖ ସହିତ…
ପୁତୁରାର ଖଣ୍ଡା ଚୋଟରେ ଚାଲିଗଲା ଦାଦାର ଜୀବନ
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ସରିଖି ଗାଁରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ। ପୁତୁରା ପରେଶ୍ ସ୍ୱାଇଁର ଖଣ୍ଡା ଚୋଟରେ ଦାଦା ମନୋଜ ସ୍ୱାଇଁଙ୍କ ଚାଲିଗଲା ଜୀବନ। ପୁଲିସ ଅଭିଯୁକ୍ତ ପରେଶ୍କୁ ଥାନାକୁ ଉଠାଇ ନେଇ ତନାଘନା ଆରମ୍ଭ କରିଛି। ଜମିବାଡ଼ି ବିବାଦକୁ ନେଇ…
ବସ୍ତିରେ ଆତଙ୍କ ଖେଳାଇ ଭାଇ-ଭଉଣୀ ଗିରଫ
ବସ୍ତିରେ ଆତଙ୍କ ଖେଳାଇଲେ । ଜଣଙ୍କ ଘରେ ପଶି ଛୁରି ଭୁସିବା ସହ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଥାନାରେ ଅଭିଯୋଗ ପରେ ସହିଦନଗର ଥାନା ପୁଲିସ ଭାଇ-ଭଉଣୀଙ୍କୁ ଗିରଫ କରିଛି । ସେମାନେ ହେଲେ ସହିଦନଗର ବାୟାବାବା ମଠ ବସ୍ତିରେ…
କଟକରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରସ୍ତୁତ : ଡିଜିପି ୱାଇ. ବି. ଖୁରାନିଆ
ସହରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ ପୋଲିସ ଓ ଓଡ଼ିଶା ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଡିଜିପି ୱାଇ. ବି. ଖୁରାନିଆ କହିଛନ୍ତି । ସେ ସଚେତନ କରିଛନ୍ତି ଯେ ଯେଉଁ ଅସାମାଜିକ ବ୍ୟକ୍ତିମାନେ ଆଇନକୁ ହାତେ ନେଉଛନ୍ତି କିମ୍ବା…
କଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁକଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ; କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନରକଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ
କଟକରେ କର୍ଫ୍ୟୁ । ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କଲା କମିଶନରେଟ ପୋଲିସ। ରବିବାର ରାତି ୧୦ଟାରୁ ଏହି କଟକଣା ଜାରି କରାଯାଇଛି। କଟକର ୧୩ ଟି ଥାନା ଅଞ୍ଚଳରେ ଲାଗିଲା କର୍ଫ୍ୟୁ କଟକଣା। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା…
ଅସୁରକ୍ଷିତ ରାଜଧାନୀ, ମୁଖା ପିନ୍ଧା ଦୁର୍ବତ୍ତଙ୍କ ୪ ରାଉଣ୍ଡ ଫାୟାରିଂ
ରାଜଧାନୀରେ ଗର୍ଜିଲା ବନ୍ଧୁକ । ମଠ ସାମ୍ନାରେ ଆଖିବୁଜା ଗୁଳିମାଡ଼ । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ହୋଇଛି ଗୁଳିମାଡ଼ । ଦୁଇ ଦୁର୍ବୃତ୍ତ ମୁଖା ପିନ୍ଧି ୪ ରାଉଣ୍ଡ ଫାୟାରିଂ କରିଛନ୍ତି ।…
ସାପ କାମୁଡାରେ ନାବାଳକ ମୃତୁ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ସାଙ୍କୋବାହାଲ୍ ଠାରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ ଅନ୍ତର୍ଗତ ସାଙ୍କୋବାହାଲ୍ ଗ୍ରାମର ଭୀମସେନ୍ ଟୋପ୍ପୋଙ୍କ ପୁଅ ପ୍ରଦୀପ ଟୋପ୍ପୋ (୧୫)…
