Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କର୍ଫ୍ୟୁ ସତ୍ତ୍ବେ ସହରରେ ଖୋଲା ରହିଛି ପେଟ୍ରୋଲ ପମ୍ପ, ପରିଚୟପତ୍ର ଦେଖାଇ ଯାଇପାରିବେ ଛାତ୍ରଛାତ୍ରୀ ଓ କର୍ମଜୀବୀ

Posted on October 6, 2025

କର୍ଫ୍ୟୁ ସତ୍ତ୍ବେ ସହରରେ ଖୋଲା ରହିଛି ପେଟ୍ରୋଲ ପମ୍ପ। ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିମାନ ଓ ରେଳ ଟିକେଟ ଦେଖାଇ ଯାତ୍ରୀମାନେ ଯାଇପାରିବେ । ବୟସ୍କ ନାଗରିକ ଓ ମହିଳାମାନଙ୍କୁ ଯିବାଆସିବା ପାଇଁ ଅନୁମତି…

ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ଯୁବକ ମୃତ

Posted on October 6, 2025

ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ କାଳିଆ ରେଡ୍ଡୀ ବୋଲି ଜଣାପଡ଼ିଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ,…

ବିହାର ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ ଓ ପର୍ଯ୍ୟାୟ!

Posted on October 6, 2025

ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହେବ । ନିର୍ବାଚନ କମିଶନ ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏହି ସମ୍ମିଳନୀରେ ନିର୍ବାଚନ ତାରିଖ ସହିତ…

ପୁତୁରାର ଖଣ୍ଡା ଚୋଟରେ ଚାଲିଗଲା ଦାଦାର ଜୀବନ

Posted on October 6, 2025

ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ସରିଖି ଗାଁରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ। ପୁତୁରା ପରେଶ୍ ସ୍ୱାଇଁର ଖଣ୍ଡା ଚୋଟରେ ଦାଦା ମନୋଜ ସ୍ୱାଇଁଙ୍କ ଚାଲିଗଲା ଜୀବନ। ପୁଲିସ ଅଭିଯୁକ୍ତ ପରେଶ୍କୁ ଥାନାକୁ ଉଠାଇ ନେଇ ତନାଘନା ଆରମ୍ଭ କରିଛି। ଜମିବାଡ଼ି ବିବାଦକୁ ନେଇ…

ବସ୍ତିରେ ଆତଙ୍କ ଖେଳାଇ ଭାଇ-ଭଉଣୀ ଗିରଫ

Posted on October 6, 2025

ବସ୍ତିରେ ଆତଙ୍କ  ଖେଳାଇଲେ । ଜଣଙ୍କ ଘରେ ପଶି ଛୁରି ଭୁସିବା ସହ  ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କଲେ ।  ଥାନାରେ ଅଭିଯୋଗ ପରେ ସହିଦନଗର ଥାନା ପୁଲିସ ଭାଇ-ଭଉଣୀଙ୍କୁ ଗିରଫ କରିଛି । ସେମାନେ  ହେଲେ ସହିଦନଗର ବାୟାବାବା ମଠ ବସ୍ତିରେ…

କଟକରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରସ୍ତୁତ : ଡିଜିପି ୱାଇ. ବି. ଖୁରାନିଆ

Posted on October 6, 2025

ସହରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ ପୋଲିସ ଓ ଓଡ଼ିଶା ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଡିଜିପି ୱାଇ. ବି. ଖୁରାନିଆ କହିଛନ୍ତି । ସେ ସଚେତନ କରିଛନ୍ତି ଯେ ଯେଉଁ ଅସାମାଜିକ ବ୍ୟକ୍ତିମାନେ ଆଇନକୁ ହାତେ ନେଉଛନ୍ତି କିମ୍ବା…

କଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁକଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ; କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନରକଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ

Posted on October 6, 2025

କଟକରେ କର୍ଫ୍ୟୁ । ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି  କଲା କମିଶନରେଟ ପୋଲିସ।  ରବିବାର ରାତି ୧୦ଟାରୁ ଏହି କଟକଣା ଜାରି କରାଯାଇଛି। କଟକର ୧୩ ଟି ଥାନା ଅଞ୍ଚଳରେ ଲାଗିଲା କର୍ଫ୍ୟୁ କଟକଣା।    ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା…

ଅସୁରକ୍ଷିତ ରାଜଧାନୀ, ମୁଖା ପିନ୍ଧା ଦୁର୍ବତ୍ତଙ୍କ ୪ ରାଉଣ୍ଡ ଫାୟାରିଂ

Posted on October 6, 2025

ରାଜଧାନୀରେ ଗର୍ଜିଲା ବନ୍ଧୁକ । ମଠ ସାମ୍ନାରେ ଆଖିବୁଜା ଗୁଳିମାଡ଼ । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ହୋଇଛି ଗୁଳିମାଡ଼ । ଦୁଇ ଦୁର୍ବୃତ୍ତ ମୁଖା ପିନ୍ଧି ୪ ରାଉଣ୍ଡ ଫାୟାରିଂ କରିଛନ୍ତି ।…

ସାପ କାମୁଡାରେ ନାବାଳକ ମୃତୁ

Posted on October 5, 2025

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ସାଙ୍କୋବାହାଲ୍ ଠାରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ ଅନ୍ତର୍ଗତ ସାଙ୍କୋବାହାଲ୍ ଗ୍ରାମର ଭୀମସେନ୍ ଟୋପ୍ପୋଙ୍କ ପୁଅ ପ୍ରଦୀପ ଟୋପ୍ପୋ (୧୫)…

ଟ୍ରକ ବସ ମୁହାଁମୁହିଁ ଧକ୍କା, ଚାଳକ ମୃତ, ୨୦ରୁ ଅଧିକ ଆହତ

Posted on October 5, 2025

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମୈଦଲପୁର ଖଡକା ନିକଟରେ ଟ୍ରକ ଓ ବସ ମଧ୍ୟରେ ଧକ୍କା ହୋଇଛି । ଫଳରେ ଟ୍ରକ ଡ୍ରାଇଭର ମୃତ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି…

Posts pagination

Previous 1 … 224 225 226 … 243 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme