TPCODL ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।ଯନ୍ତ୍ରୀଙ୍କ ଘରୁ ୯ ଲକ୍ଷ ୫୩ ହଜାର ଟଙ୍କା ନଗଦ ଜବତ…
କର୍ତ୍ତବ୍ୟରେ ଅବହେଳା ଅଭିଯୋଗ; ଜଣେ ଏଏସ୍ଆଇ, ୨ କନଷ୍ଟେବଳ ନିଲମ୍ବିତ
କାର୍ଯ୍ୟରେ ଅବହେଳା ପାଇଁ ବୁଧବାର ଜଣେ ଏଏସ୍ଆଇ, ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଏଏସ୍ଆଇ ହେଲେ ନୀଳକଣ୍ଠ ପୃଷ୍ଟି ଏବଂ ୨ କନଷ୍ଟେବଳ ହେଲେ ପରୀକ୍ଷିତ ନାୟକ, ନରସିଂହ ମହପାତ୍ର । ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିୱାକର ସେମାନଙ୍କୁ ନିଲମ୍ବିତ…
ବସ୍ରୁ ୨୦କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, କର୍ମଚାରୀ ଗିରଫ
ଗଞ୍ଜେଇ ନେଉଥିବା ଅଭିଯୋଗରେ ରାଇକିଆ ପୁଲିସ ଭୁବନେଶ୍ୱର ଯାଉଥିବା ବେଲୁନ୍ ନାମକ ଏକ ଘରୋଇ ବସ୍କୁ ଧରିବାରେ ସଫଳ ହୋଇଛି । ବସ୍ରୁ ମୋଟ ୨୦ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ବସ୍ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ । ସୂଚନା ମୁତାବକ, ବେଲୁନ୍ ନାମକ ଏକ ଘରୋଇ ବସ୍ରେ ଗଞ୍ଜେଇ ରାଇକିଆରୁ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଟ୍ରକ୍ ମାଡ଼ିଯିବା ଯୋଗୁଁ ଚାଲିଗଲା ୩ ଜୀବନ
ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ। ଗଞ୍ଜାମ ଜିଲ୍ଲା ପାଟପୁର ନିକଟସ୍ଥ ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ରାତିରେ ଏକ ହାଇୱା ଟ୍ରକ୍ ମାଡ଼ିଯିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଥିବା…
୨୬ ଓ ୨୭ରେ ପ୍ରବଳ ବର୍ଷା ସମ୍ଭାବନା; ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଆସନ୍ତା ୨୬ ଓ ୨୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହେବ । ୨୬ରେ ଲଘୁଚାପ ପ୍ରଭାବରେ କୋରାପୁଟ ଓ ରାୟଗଡ଼ାରେ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୨୭ରେ…
ତାଳଚେର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ; ୫ ଲକ୍ଷ ଟଙ୍କାର ବାଣ ଜବତ ସହିତ ୬ ଗିରଫ
ତାଳଚେର ପୋଲିସ ପକ୍ଷରୁ ବେଆଇନ୍ ବାଣ ଗଛିତ ରଖିଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଲକ୍ଷ ଟଙ୍କାର ବାଣ ଜବତ କରାଯିବା ସହିତ ୬ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁସାରେ ତାଳଚେର ଥାନା ସନ୍ଥପଡ଼ା, ବଉଳଛକ, ନୂଆବଲଣ୍ଡା, ରାଧାରମଣପୁର ଆଦି ଅଞ୍ଚଳରେ ଚଢ଼ାଉ…
ତାଳଚେର ଅଞ୍ଚଳର କୋଇଲାଖଣି ବିସ୍ଥାପିତ ପ୍ରଜାସଂଘ ପକ୍ଷରୁ ତିନିଦଫା ଦାବି ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ତାଳଚେର ଅଞ୍ଚଳର କୋଇଲାଖଣି ବିସ୍ଥାପିତ ପ୍ରଜାସଂଘ ପକ୍ଷରୁ ତିନିଦଫା ଦାବି ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସୂଚନା ଅନୁସାରେ, ଏମସିଏଲର ଭୁବନେଶ୍ବରୀ କୋଇଲାଖଣି ଦ୍ୱାରା ବିସ୍ଥାପିତ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ସାଇଲୋ ସହ ବିଭିନ୍ନ…
ଜିଲ୍ଲାପାଳଙ୍କ କଡା ପଦକ୍ଷେପ : ୧୫ ଅଧିକାରୀଙ୍କ ଦରମା ବନ୍ଦ
ଜନ ଅଭିଯୋଗ ଶୁଣାଣି ସମସ୍ୟା ସମାଧାନରେ ଅବହେଳା କରିଥିବାରୁ ୧୫ ଜଣ ଅଧିକାରୀଙ୍କୁ କଡା ଚେତାବନୀ ଦେଲେ ଜିଲ୍ଲାପାଳ। ସେପ୍ଟେମ୍ବର ମାସରେ ଏହି ୧୫ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନା ଅନୁସାରେ, ୭ ଜଣ ବିଡିଓ ସହିତ ସିଡିଏମଓ…
ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍ , ର୍ଷାରେ ଉବୁଟୁବୁ ସମ୍ବଲପୁର । ଘରେ ପାଣି, ବାହାରେ ପାଣି । ଲହଡ଼ି ମାଡ଼ୁଛି ଆଣ୍ଠୁଏ ଉଚ୍ଚର ପାଣି । ଆସବାବପତ୍ର ସବୁ ପାଣିରେ ଭାସୁଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସହରର…
ଏସିଆ କପ୍ ସୁପର-୪ ପର୍ଯ୍ୟାୟରେ ଆଜି ଭାରତ ଓ ବାଂଲାଦେଶ ମୁହାଁମୁହିଁ
ଏସିଆ କପ୍ ସୁପର-୪ ପର୍ଯ୍ୟାୟରେ ଆଜି ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପାକିସ୍ତାନକୁ ହରାଇବା ପରେ ଟିମ୍ ଇଣ୍ଡିଆର ଏହା ଦ୍ୱିତୀୟ ମୁକାବିଲା, ଯେଉଁଥିରେ ବାଂଲାଦେଶ ଶ୍ରୀଲଙ୍କାଙ୍କୁ ହରାଇ ପୂର୍ବରୁ ବିଜୟ ପାଇଛି। ଏହି ମ୍ୟାଚ୍ରେ ଯେଉଁ ଦଳ ଜିତିବ ସେହି…
