ସାମ୍ବାଦିକଙ୍କୁ ଗୁଳି । ଘରେ ପଶି ରାତି ଅଧିରେ ଗୁଳିମାଡ଼ ଅଭିଯୋଗ । କଟକ ଜିଲ୍ଲା ମାଣିଆ ବନ୍ଧ ଥାନା ସୁନ୍ଦରିଆ ଗାଁରେ ଗୁଳିକାଣ୍ଡ । ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ମନୋଜ ନାଏକଙ୍କୁ ଗୁଳି ମାଡ଼ ହୋଇଛି । ତାଙ୍କ ଡାହାଣ…
ଘଟିଥାନ୍ତା ବାହାନଗା ଭଳି ଦୁର୍ଘଟଣା; ଅଳ୍ପକେ ଟଳିଲା ଦୁର୍ଘଟଣା
ବାହାନଗା ଭଳି ବଡ଼ ଦୁର୍ଘଟଣା ଘଟିଥାନ୍ତା । ଅଳ୍ପକେ ଟଳିଗଲା ଦୁର୍ଘଟଣା । ସୋର ଷ୍ଟେସନରେ ଘଟିଥାନ୍ତା ବାହାନଗା ଭଳି ଦୁର୍ଘଟଣା । ସୂଚନା ମୁତାବକ, ସୋର ରେଳ ଷ୍ଟେସନରେ ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ଗତ କାଲି ସଂଧ୍ୟା ୫ଟା ୩୬ ମିନିଟରେ…
୬୮ତମ ଆର୍ନ୍ତଜାତିୟ ମୁକବଧିର ସପ୍ତାହ ପାଳିତ ।
ଅନୁଗୁଳ ଜିଲ୍ଲା ବଧିର ସଂଘ ତରଫରୁ ଆନ୍ତର୍ଜାତିୟ ବଧିର ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମୂକ ଓ ବଧିର ଭାଇ ଭଉଣୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଯାହାକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…
ଦାନବାକ୍ସ ଭାଙ୍ଗି ଲୁଟିନେଲେ ଟଙ୍କା ପଇସା ସହ ଅଳଙ୍କାର
ମନ୍ଦିର ତାଲା ଭାଙ୍ଗି ଚୋରି । ଦାନ ବାକ୍ସ ଭାଙ୍ଗିବା ସହ ଅଳଙ୍କାର, ଘଣ୍ଟ ଆଦି ସାମଗ୍ରୀ ଚୋରୀ କରିନେଇଛନ୍ତି ଦୁର୍ବୃତ୍ତ । ବାରଙ୍ଗ ତ୍ରିଶୂଳିଆ ଛକ ନିକଟସ୍ଥ ରାମେଶ୍ବର ମହାଦେବ ମନ୍ଦିରରୁ ବିଳମ୍ବିତ ରାତିରେ ହୋଇଛି ଚୋରି । ସକାଳୁ ମନ୍ଦିର ପୂଜକ…
ସଙ୍କଟରେ ଆମେରିକୀୟ ଚାଷୀ; ଜାଲରେ ଫସିଯିବେ ଆମେରିକା ରାଷ୍ଟ୍ରପତି
ନିଜେ ବୁଣିଥିବା ଜାଲରେ ଫସିଯିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ସମେତ ଅନ୍ୟ ଦେଶ ଉପରେ ଫୁଟାଇଥିବା ଟାରିଫ୍ ବୋମା ଟ୍ରମ୍ପଙ୍କ ଉପରେ ଭାରି ପଡିବ । ଏବେ ସୋୟାବିନ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଚୀନ ସୋୟାବିନ…
ଛାତିଥରା ସଡ଼କ ଦୁର୍ଘଟଣା, ସିସିଟିଭିରେ କଏଦ ମୃତ୍ୟୁର ଲାଇଭ ଦୃଶ୍ୟ ।
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ନିକଟରେ ଦେଖିବାକୁ ମିଳିଛି ଛାତିଥରା ସଡ଼କ ଦୁର୍ଘଟଣା। ଯାହାର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ କେତେ ହୃଦୟ ବିଦାରକ ଥିଲା ସେ ସମୟର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ…
ବସ ଷ୍ଟାଣ୍ଡ ପାଖ ନାଳରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁ ବସ ଷ୍ଟାଣ୍ଡ ପାଖ ନାଳରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କନ୍ତୋର ଗାଁର ବସନ୍ତ ବିଶ୍ୱାଳ। ବସନ୍ତ ଘର ପାଖ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ନାଳରେ…
ଅକ୍ଟୋବର ୧ରେ ଆଉ ଏକ ଲଘୁଚାପ ସମ୍ଭାବନା
ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ । ଏହା ପରଠାରୁ ଆରମ୍ଭ ହୋଇଯିବ ବର୍ଷା । ଅକ୍ଟୋବର ୧ ତାରିଖରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା…
କେନାଲରୁ ଉଦ୍ଧାର ହେଲା ଏକ ମାସର ମାଈ ହାତୀ ଶାବକ
କେନାଲରୁ ଉଦ୍ଧାର ହେଲା ହାତୀ ଶାବକ, ଢେଙ୍କାନାଳ ଜିଲ୍ଲାର ଆଠମଲ୍ଲିକ ରେଞ୍ଜରେ ଏକ ଛୁଆ ହାତୀ ମା’ ଛଡ଼ା ହୋଇ ଅସୁରକ୍ଷିତ ଅବସ୍ଥାରେ ମିଳିଥିବା କଥା ଜଣାପଡିଛି। ଡ଼ିଏଫଓଙ୍କ ସୂଚନା ଅନୁସାରେ, ତୁରନ୍ତ ପ୍ରାଣୀ ଉଦ୍ଧାର କରି ସୁରକ୍ଷିତ ଭାବେ ବନଖଣ୍ଡ କପିଳାସ ହାତୀ…
ଭାଲୁ ଆକ୍ରମଣ ରେ ମହିଳା ଚାଷୀ ଗୁରୁତର, ଅବସ୍ଥା ସଙ୍କଟାପର୍ନ…
ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ପୋଡାଗଡ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଚାଷୀ ଗୁରୁତର ହୋଇଛନ୍ତି l ଗୁରୁତର ମହିଳା ହେଲେ ସେହି ଗାଁର ସୁଭଦ୍ରା ଦେହୁରୀ । ସୂଚନା ଅନୁସାରେ , ସୁଭଦ୍ରା ଧାନ ବିଲକୁ ଘାସ ବାଛିବାକୁ ଯାଇଥିବା ବେଳେ…
