Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାନସିକ ବିକୃତ ମହିଳା ଉଦ୍ଧାର; ଟ୍ରକ ଜବତ, ଡ୍ରାଇଭର ଗିରଫ

Posted on October 4, 2025

କେନ୍ଦୁଝର ଜିଲ୍ଲା ଝୁମ୍ପୁରାରୁ ପିଶାଚ ଅଭିଯୁକ୍ତକୁ ଗିରଫ କରିଛି ଭଦ୍ରକ ପୁଲିସ । ଉଦ୍ଧାର ହେଲେ ମାନସିକ ବିକୃତ ମହିଳା । କେନ୍ଦୁଝର ସଦର ପୁଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି ।…

ଭିଣୋଇ ବେକ ସହ ଗୁପ୍ତାଙ୍ଗ କାଟିଲା ଶଳା, ଘଟଣାସ୍ଥଳରୁ ବ୍ଲେଡ୍ ଜବତ

Posted on October 4, 2025

ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ପନାଶିଆ ଗାଁରେ ଅଭାବନୀୟ ଘଟଣା । ଭିଣୋଇର ତଣ୍ଟି କାଟି ଶଳା ହତ୍ୟା କରିଥିବା ଘଟଣା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭିଣୋଇ ମିଥୁନ ବେହେରାର ମୃତଦେହ ଜବତ କରିଛି ପୁଲିସ ।…

ପୁଲିସକୁ ବଡ଼ ସଫଳତା,ଚଲାଣ ପାଇଁ ଥିବା ୫୫ ଦାଦନ ଶ୍ରମିକ ଉଦ୍ଧାର

Posted on October 4, 2025

ପୁଲିସକୁ ବଡ଼ ସଫଳତା। ଚାଲାଣ ପାଇଁ ଥିବା ୫୫ ଦାଦନ ଶ୍ରମିକ ଉଦ୍ଧାର। ରାତି ଅଧିଆ ଚଢାଉ କରି ବଲାଙ୍ଗୀର ସ୍ୱତନ୍ତ୍ର ପୁଲିସ ସେମନଙ୍କୁ କଣ୍ଟାବାଞ୍ଜିରୁ ଉଦ୍ଧାର କରିଛି। ସମସ୍ତ ଶ୍ରମିକ ବଲାଙ୍ଗୀର ଜିଲ୍ଲା ଏବଂ ଅନ୍ୟ ଜିଲ୍ଲାର ଥିବା ଜଣାପଡ଼ିଛି। ସୂଚନା ମୁତାବକ,୫୫…

ଗୁହାଳରୁ ବାହାରିଲା ୧୦ଫୁଟ ଲମ୍ବର ଅହିରାଜ, ସ୍ନେକ୍ ହେଲପ୍ ଲାଇନ ସଦସ୍ୟ କଲେ ଉଦ୍ଧାର

Posted on October 4, 2025

ଗୁହାଳରୁ ୧୦ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଗଞ୍ଜାମ ଜିଲ୍ଲା ବାଦପୁର ପଞ୍ଚାୟତବାଲି ପଦର ଗାଁର ଦେବ ନାୟକଙ୍କ ଗୁହାଳରୁ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି । ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଏବଂ ଜଗନ୍ନାଥ ସାହୁ ଘଟଣାସ୍ଥଳରୁ ଅହିରାଜକୁ ଉଦ୍ଧାର କରିଛନ୍ତି।…

ତାଳଚେର ରାବଣ ପୋଡି ଉତ୍ସବରେ ୯ ବର୍ଷୀୟ ଶିଶୁ ଆହତ

Posted on October 4, 2025

ଦଶହରା ଉପଲକ୍ଷେ ତାଳଚେର ସାଉଥବଲଣ୍ଡା ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବର୍ଷା ପାଇଁ ସଠିକ ଭାବରେ ବାଣ ଫୁଟି ନଥିବା ବେଳେ ଏକ ଅଫୁଟା ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇଛି । ସୂଚନା ଅନୁସାରେ ରାବଣ…

ବେଳାଭୂମିରେ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

Posted on October 4, 2025

ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମିରେ ବଡ଼ ଜୁଆର ସମୟରେ ହଜାର ହଜାର ଜେଲି ଫିସ୍ ଭାସି ଆସିଛନ୍ତି। ସମୁଦ୍ରର ଗଭୀର ଭାଗରୁ ଆସିଥିବା ବ୍ଲୁ ବଟମ୍ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକ ଭିଡ଼ ଲାଗିଛି। ସମୁଦ୍ରର ତାରଙ୍ଗ ଅଶାନ୍ତ ଥିବାରୁ ଏହି ଅଦ୍ଭୁତ ଦୃଶ୍ୟ…

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମାଝୀ

Posted on October 4, 2025

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ଏହି ୨ ଦିନର ରହଣି ମଧ୍ୟରେ ସେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସାଂଗଠନିକ ଦିଗକୁ ନେଇ ବରିଷ୍ଠ ନେତାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି…

ODI ଅଧିନାୟକ ସମ୍ପର୍କରେ BCCI ରୁ ଆସିଲା ବଡ଼ ଅପଡେଟ୍…

Posted on October 4, 2025

ଭାରତୀୟ କ୍ରିକେଟରେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ODI ସିରିଜରେ ଦଳର ଅଧିନାୟକ କିଏ ହେବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ଅକ୍ଟୋବର ୧୯ ତାରିଖରେ ପର୍ଥରେ ତିନି ମ୍ୟାଚ…

ଦଳାଚକଟା ମାମଲାରେ ବିଜୟଙ୍କୁ ହାଇକୋର୍ଟର ଭର୍ତ୍ସନା

Posted on October 4, 2025

ଟିଭିକେ (ତାମିଲଗା ଭେଟ୍ରି କଝଗମ୍) ମୁଖ୍ୟ ଓ ଅଭିନେତା ବିଜୟ ଥାଲାପତିଙ୍କୁ ମାଡ୍ରାସ ହାଇକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। କରୁର ଜିଲ୍ଲାରେ ଦଳୀୟ ସମାବେଶ ସମୟରେ ଘଟିଥିବା ଦଳାଚକଟା ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ପରେ ହାଇକୋର୍ଟ ଏହି ମତ ଦେଇଛନ୍ତି। ନ୍ୟାୟାଳୟ କହିଛି,…

ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି କରୁଛି ପାକିସ୍ତାନ, ସୋସିଆଲ ମିଡିଆକୁ କହିଲା ଦେଶର ଶତ୍ରୁ…

Posted on October 4, 2025

ଏକ ସରକାରୀ ବିଜ୍ଞାପନକୁ ନେଇ ଏବେ ପାକିସ୍ତାନରେ ରାଜନୈତିକ ପାରା ଓଲଟପାଲଟ ହୋଇଛି । କାରଣ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ଅଧା ପୃଷ୍ଠାର ବିଜ୍ଞାପନ ପ୍ରକାଶ ପାଇଛି, ଯେଉଁଥିରେ ସାମ୍ବାଦିକ, ଫ୍ରିଲାନ୍ସର, ଏନଜିଓ କର୍ମୀ ଏବଂ ନାଗରିକ ସମାଜର ବ୍ୟକ୍ତିବିଶେଷଙ୍କୁ “ଶତ୍ରୁ ପ୍ରଚାର”…

Posts pagination

Previous 1 … 203 204 205 … 220 Next

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme