Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେଦାରନାଥ ମନ୍ଦିରର କପାଟ ଶୀତକାଳ ପାଇଁ ୬ ମାସ ବନ୍ଦ

Posted on October 23, 2025

କେଦାରନାଥ ଧାମର କପାଟ ଆଜି ସକାଳ ୮.୩୦ରେ ଶୀତକାଳ ପାଇଁ ବନ୍ଦ କରାଯାଇଛି । ଏହା ସହିତ ଆଗାମୀ ୬ ମାସ ଯାଏଁ ଧାମ ବନ୍ଦ ରହିବ । କପାଟ ବନ୍ଦ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । ଉତ୍ତରାଖଣ୍ଡ…

ଭାଇକୁ ଠେଙ୍ଗାରେ ପିଟି ହତ୍ୟା କଲା ଭାଇ

Posted on October 23, 2025

ବଡ଼ଭାଇକୁ ଠେଙ୍ଗାରେ ପିଟି ହତ୍ୟା । ଘର ଡିହ ବଣ୍ଟନକୁ କେନ୍ଦ୍ର କରି ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ ହୋଇଛିନ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ବଣକାଟି ଗାଁର ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ…

ବ୍ରିଜରୁ ଖସିଲା ବାଇକ, ଯୁବକଙ୍କ ମୃତ୍ୟୁ

Posted on October 23, 2025

ବ୍ରିଜରୁ ୩୦ ଫୁଟ ତଳକୁ ଖସିଲା ବାଇକ। ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳଭଣଞ୍ଜା ବ୍ରିଜରେ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ୩୦ଫୁଟ ତଳକୁ ଖସିପଡ଼ିଛି । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । …

ଦିଲ୍ଲୀରେ ବଡ଼ଧରଣର ଏନକାଉଣ୍ଟର, ଚାରି ଅପରାଧୀ ମୃତ

Posted on October 23, 2025

ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର ଗ୍ୟାଙ୍ଗଷ୍ଟର । ଏମାନେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିସ୍ଫୋରଣ କରିବାକୁ…

ନୀରଜ ଚୋପ୍ରାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ, ରକ୍ଷାମନ୍ତ୍ରୀ ଏବଂ ସ୍ଥଳ ସେନା ମୁଖ୍ୟ କଲେ ସମ୍ମାନିତ

Posted on October 23, 2025

ଅଲିମ୍ପିକ ପଦକ ବିଜେତା ତଥା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳ ସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ ଭାରତୀୟ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ…

 ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା; ୩ ମୃତ

Posted on October 23, 2025

ଦାଦନ ଖଟିବାକୁ ଯାଉଥିବା ବେଳେ ଦୁର୍ଘଟଣା । ୩ ମୃତ, ୮ ଗୁରୁତର ହୋଇଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରମିକମାନେ ଯାଉଥିବା ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା । ଦୁର୍ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ…

ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ଓ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା

Posted on October 23, 2025

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର  ଓ ତାମିଲନାଡୁ ଉପକୂଳରେ  ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ  ଅବପାତରେ ପରିଣତ ହେବନି ।  ଗୁରୁବାର ସୁଦ୍ଧା ଏହା ଦୁର୍ବଳ ହୋଇ ଲଘୁଚାପକୁ ଖସିବ । ପାଣିପାଗ  ବିଭାଗ ଏହି  ତାଜା ପୂର୍ବାନୁମାନ କରିଛି । ଏହି ସ୍ପଷ୍ଟ ଚିହ୍ନିତ…

ମଧ୍ୟରାତ୍ରୀରେ ଜୁଆ ଖେଳ, ବନ୍ଧାହେଲେ ୭ ଜୁଆଡ଼ି

Posted on October 23, 2025

ରାଉରକେଲା: ବିଭିନ୍ନ ସ୍ଥାନରେ ଜୁଆ ଖେଳୁଥିବାବେଳେ ସେକ୍ଟର-୧୫ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଛି। ଅଭିଯୁକ୍ତମାନେ ହେଉଛନ୍ତି କୈଳାଶ ରାଓ, ଅରୁଣ ନାୟକ, ଲେପା ଭାଗୱାର, ସୁନୀଳ ସେଠୀ, ରନ୍ଥୁଚିକ ବାରିକ, ସୁଦୀପ କଂସାରୀ ଓ ନବୀନ କଂସାରୀ। ସେମାନଙ୍କ ପାଖରୁ ୩୨,୨୫୦…

ଗାଧେଇବା କୁ ଆସିଥିବା ଯୁବକଙ୍କ ମୃତ୍ୟୁ

Posted on October 23, 2025

ରାହାମା: ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଷଣ୍ଡ ମଣ୍ଡପ କେଉଟ ସାହି ଦିନ ୧୨ ଘଟିକା ସମୟରେ ପାଇକା ନଦୀର କୂଳରେ ୬ ଜଣ ଯୁବକ ଗାଧୋଇ ଥିବା ବେଳେ ପ୍ରଖର ଜଳ ୩ଜଣ…

ବାଇକ ଦୁର୍ଘଟଣାରେ ଜଣେ ମୃତ

Posted on October 23, 2025

ବିନିକା: ଗତକାଲି ରାତିରେ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୁଚନା ଅନୁସାରେ ମଙ୍ଗଳବାର ରାତିରେ ବାଇକ୍ ରେ ବିନିକା ଏନ୍ଏସି ଅଧିନସ୍ତ ଭମରପାଲି ଯୁଦ୍ଧମନ୍ୟୁ ଦୁଆରୀ ପିତା ହୃଷୀକେଶ ଦୁଆରୀ (୨୮) ଘରୁ ଵାହାରି କମଭୁମି ମିଲକୁ କାର୍ଯ୍ୟ କରିବାକୁ ଯାଉଥିବା…

Posts pagination

Previous 1 … 193 194 195 … 243 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme