କେନ୍ଦୁଝର ଜିଲ୍ଲା ଟମକା ନିକଟରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମହିଳାଙ୍କ ନାବାଳକ ପୁଅ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ରେଲୱେ ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ମହିଳା ଜଣଙ୍କ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଆମ୍ବଡାହି ଗ୍ରାମର ଶ୍ରୀମତୀ ମୁଣ୍ଡା…
ଆମେରିକା ନୌସେନାର ହେଲିକପ୍ଟର ଏବଂ ଯୁଦ୍ଧବିମାନ କ୍ରାସ୍
ଆମେରିକା ନୌସେନାର ଏକ ହେଲିକପ୍ଟର (MH-60) ଏବଂ ଏକ ଯୁଦ୍ଧବିମାନ (F-18 Super Hornet) ଦକ୍ଷିଣ ଚୀନ ସାଗରରେ କ୍ରାସ୍ ହୋଇଛି। ଦୁର୍ଘଟଣାର ସଠିକ କାରଣ ଏହାପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଏୟାରକ୍ରାଫ୍ଟ ଏକ ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିଅରରେ ନିୟୋଜିତ ଥିଲା। ଯୁଏସ୍ ପ୍ୟାସିଫିକ ଫ୍ଲିଟ୍…
ନିଦ ହଜାଉଛନ୍ତି ୮ଟିକିଆ ହାତୀପଲ।, ବିଲରେ ପଶି କରୁଛନ୍ତି ଫସଲ ନଷ୍ଟ
ନିଦ ହଜାଉଛନ୍ତି ୮ଟିକିଆ ହାତୀପଲ। ଗତିବିଧି ଉପରେ ନଜର ରଖୁଛି ଡ୍ରୋନ। ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ବନାଞ୍ଚଳରେ ୮ଟିକିଆ ହାତୀପଲ ଘୁରି ବୁଲୁଛନ୍ତି । ଦିନ ଦ୍ବିପହରରେ ଧାନ କ୍ଷେତରେ ଡେରା ପକାଉଛନ୍ତି ହାତୀପଲ । ମୋଚିବାହାଲ -ସୋନପୁର ପୂର୍ତ୍ତ ରାସ୍ତାର ରେଙ୍ଗାଲି ନିକଟରେ…
କମିଲା ସୁନା ଏବଂ ସ୍ଥିର ରହିଛି ରୂପା ଦର
କମିଲା ସୁନା ଏବଂ ସ୍ଥିର ରହିଛି ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୪,୪୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…
କୋଟାୟମରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୪୯ ଯାତ୍ରୀ ଆହତ, ୧ ମୃତ୍ୟୁ
କୋଟାୟମ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ବସରେ ୪୯ ଯାତ୍ରୀ ଥିଲେ, ଯେଉଁଥିରେ ୧ ମହିଳାଙ୍କର ମୃତ୍ୟୁହୋଇଛି ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସଟି କନ୍ୟାକୁମାରୀ ଓ ତିରୁବନନ୍ତପୁରମ ମଧ୍ୟରେ ଯାତ୍ରା କରୁଥିବା ସମୟରେ ଏକ…
ଧରୁଆ ଅସ୍ତ୍ରରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ୩ ଅଟକ
ବନ୍ଧୁ ହେଲେ ବଇରୀ । ଭୋଜି କରିବା ପାଇଁ ଯାଇଥିବା ବେଳେ କୌଣସି କଥାକୁ ନେଇ ବଚସା ହେବାରୁ ଧରୁଆ ଅସ୍ତ୍ରରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ | ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଲା ଗାଁରେ । ଗତକାଲି…
ଲକ୍ଷ୍ନୌ ରେଲୱେ ହସ୍ପିଟାଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ରୋଗୀ ସୁରକ୍ଷିତ
ଲକ୍ଷ୍ନୌ ଆଲମବାଗ ସ୍ଥିତ ରେଲୱେ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହାପରେ ଘଟଣା ସ୍ଥଳରେ ଭୟର ବାତାବରଣ ଖେଳିଯାଇଛି । ହସ୍ପିଟାଲ୍ ରେ ନିଆଁ ଲାଗିବା ପର ୨୨ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଆଁ ତୁରନ୍ତ ହସପିଟାଲର…
୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ
ଲଣ୍ଡନରେ ଲଜ୍ଜା । ଦୁଷ୍କର୍ମର ଶିକାର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ । ବ୍ରିଟେନ୍ରେ ଘଟିଛି ଏପରି ଅଭାବନୀୟ ଘଟଣା । ଇଂଲଣ୍ଡରେ ଜଣେ ୨୦ ବର୍ଷୀୟ ଭାରତୟୀ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବ୍ରିଟିଶ୍ ପୁଲିସ୍ ମୁତାବକ, ଉତ୍ତର ଇଂଲଣ୍ଡରେ…
‘ଓଡ଼ିଶାର ଗୌରବ କୋରାପୁଟ କଫି’; ‘ମନ୍ କି ବାତ୍’ରେ କହିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ ମନ ବଳାଉଛନ୍ତି। କଫି…
ଆଜି ବଡ଼ଠାକୁରଙ୍କ ହରିହର ବେଶ, ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ଼
ଆଜି ଶ୍ରୀଜଗନ୍ନାଥ ମନ୍ଦିରରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ରୂପରେ ସଜାଯିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରାଯିବ।କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ…
