Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ବାଚସ୍ପତିଙ୍କ ଘୋଷଣା, ୬ କାର୍ଯ୍ୟଦିନରେ ୨ଟି ବିଲ୍ ପାରିତ

Posted on September 25, 2025

ଓଡ଼ିଶା ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ସମାପ୍ତ ହୋଇଛି। ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଦୁର୍ଗା ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ,…

ସୁପର-୪ରେ ବାଂଲାଦେଶକୁ ୪୧ ରନରେ ହରାଇ ଫାଇନାଲରେ ସ୍ଥାନ ପକ୍କା କଲା ଭାରତ

Posted on September 25, 2025

ସୁପର-୪ରେ ବାଂଲାଦେଶକୁ ୪୧ ରନରେ ହରାଇ ଏସିଆ କପ୍ ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ, ଅଭିଷେକ ଶର୍ମାଙ୍କ ଧମାକାଦାର ୭୫ ରନରେ ୬ ୱିକେଟ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା। ପରେ ବୋଲିଂରେ…

ଭିଜିଲାନ୍ସ ଜାଲରେ ତହସିଲଦାର, ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ

Posted on September 25, 2025

TPCODL ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।ଯନ୍ତ୍ରୀଙ୍କ ଘରୁ ୯ ଲକ୍ଷ ୫୩ ହଜାର ଟଙ୍କା ନଗଦ ଜବତ…

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ; ଜଣେ ଏଏସ୍‌ଆଇ, ୨ କନଷ୍ଟେବଳ ନିଲମ୍ବିତ

Posted on September 25, 2025

କାର୍ଯ୍ୟରେ ଅବହେଳା ପାଇଁ ବୁଧବାର ଜଣେ  ଏଏସ୍‌ଆଇ, ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଏଏସ୍‌ଆଇ  ହେଲେ ନୀଳକଣ୍ଠ ପୃଷ୍ଟି ଏବଂ ୨ କନଷ୍ଟେବଳ ହେଲେ ପରୀକ୍ଷିତ ନାୟକ,  ନରସିଂହ ମହପାତ୍ର । ବାଲେଶ୍ୱର ଏସ୍‌ପି ପ୍ରତ୍ୟୁଷ ଦିୱାକର ସେମାନଙ୍କୁ ନିଲମ୍ବିତ…

ବସ୍‌ରୁ ୨୦କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, କର୍ମଚାରୀ ଗିରଫ

Posted on September 25, 2025

  ଗଞ୍ଜେଇ ନେଉଥିବା ଅଭିଯୋଗରେ ରାଇକିଆ ପୁଲିସ ଭୁବନେଶ୍ୱର ଯାଉଥିବା ବେଲୁନ୍ ନାମକ ଏକ ଘରୋଇ ବସ୍‌କୁ ଧରିବାରେ ସଫଳ ହୋଇଛି । ବସ୍‌ରୁ ମୋଟ ୨୦ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ବସ୍ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ । ସୂଚନା ମୁତାବକ, ବେଲୁନ୍ ନାମକ ଏକ ଘରୋଇ ବସ୍‌ରେ ଗଞ୍ଜେଇ ରାଇକିଆରୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଟ୍ରକ୍ ମାଡ଼ିଯିବା ଯୋଗୁଁ ଚାଲିଗଲା ୩ ଜୀବନ 

Posted on September 25, 2025

ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ। ଗଞ୍ଜାମ ଜିଲ୍ଲା ପାଟପୁର ନିକଟସ୍ଥ ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ରାତିରେ ଏକ ହାଇୱା ଟ୍ରକ୍ ମାଡ଼ିଯିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଥିବା…

୨୬ ଓ ୨୭ରେ ପ୍ରବଳ ବର୍ଷା ସମ୍ଭାବନା; ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Posted on September 25, 2025

ଆସନ୍ତା ୨୬ ଓ ୨୭ ତାରିଖ ରାଜ୍ୟରେ  ପ୍ରବଳ ବର୍ଷା ହେବ । ୨୬ରେ ଲଘୁଚାପ ପ୍ରଭାବରେ କୋରାପୁଟ ଓ  ରାୟଗଡ଼ାରେ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୨୭ରେ…

ତାଳଚେର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ; ୫ ଲକ୍ଷ ଟଙ୍କାର ବାଣ ଜବତ ସହିତ ୬ ଗିରଫ

Posted on September 24, 2025

ତାଳଚେର ପୋଲିସ ପକ୍ଷରୁ ବେଆଇନ୍‌ ବାଣ ଗଛିତ ରଖିଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଲକ୍ଷ ଟଙ୍କାର ବାଣ ଜବତ କରାଯିବା ସହିତ ୬ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁସାରେ ତାଳଚେର ଥାନା ସନ୍ଥପଡ଼ା, ବଉଳଛକ, ନୂଆବଲଣ୍ଡା, ରାଧାରମଣପୁର ଆଦି ଅଞ୍ଚଳରେ ଚଢ଼ାଉ…

ତାଳଚେର ଅଞ୍ଚଳର କୋଇଲାଖଣି ବିସ୍ଥାପିତ ପ୍ରଜାସଂଘ ପକ୍ଷରୁ ତିନିଦଫା ଦାବି ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Posted on September 24, 2025

ତାଳଚେର ଅଞ୍ଚଳର କୋଇଲାଖଣି ବିସ୍ଥାପିତ ପ୍ରଜାସଂଘ ପକ୍ଷରୁ ତିନିଦଫା ଦାବି ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସୂଚନା ଅନୁସାରେ, ଏମସିଏଲର ଭୁବନେଶ୍ବରୀ କୋଇଲାଖଣି ଦ୍ୱାରା ବିସ୍ଥାପିତ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ସାଇଲୋ ସହ ବିଭିନ୍ନ…

ଜିଲ୍ଲାପାଳଙ୍କ କଡା ପଦକ୍ଷେପ : ୧୫ ଅଧିକାରୀଙ୍କ ଦରମା ବନ୍ଦ

Posted on September 24, 2025

ଜନ ଅଭିଯୋଗ ଶୁଣାଣି ସମସ୍ୟା ସମାଧାନରେ ଅବହେଳା କରିଥିବାରୁ ୧୫ ଜଣ ଅଧିକାରୀଙ୍କୁ କଡା ଚେତାବନୀ ଦେଲେ ଜିଲ୍ଲାପାଳ। ସେପ୍ଟେମ୍ବର ମାସରେ ଏହି ୧୫ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନା ଅନୁସାରେ, ୭ ଜଣ ବିଡିଓ ସହିତ ସିଡିଏମଓ…

Posts pagination

Previous 1 … 129 130 131 … 133 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme