ନରସିଂହପୁର ବନଖଣ୍ଡ ଅନନ୍ତ ପ୍ରସାଦ ଗାଁରେ ବାଘ ମଣିଷ ଲଢ଼େଇ। ଘର ଭିତରେ ପଶି ଯୁବକଙ୍କୁ ଆକ୍ରମଣ କରିଥିଲା ବାଘ। ଆକ୍ରମଣ ବେଳେ ବାଘ ସହ ଯୁବକଙ୍କ ଜୋରଦାର ଲଢ଼େଇ ବେଳେ ବାଘ ମୃତ୍ୟୁ ହୋଇଛି । ଏଥିରେ ଯୁବକ ଜଣକ ମଧ୍ୟ ଗୁରୁତର…
ହାଇକୋର୍ଟରେ ହାଜର ହେବେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ: ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ
ଓଡ଼ିଶା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ଅଦାଲତ ଅବମାନନା ମାମଲାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସଚିବ ନୁହଁନ୍ତି, ବରଂ ତାଙ୍କ ସହ ପୌର ପ୍ରଶାସନ…
ଦିନକ ପରେ ଖଣ୍ଡଗିରି ମେଳା: ଆକର୍ଷଣ ସାଜିବ ବିଶ୍ୱରୂପ ଓ କାଞ୍ଚି ଅଭିଯାନ ଥିମ୍
ଆଉ ଦିନକ ପରେ ଖଣ୍ଡଗିରି ମେଳା । ସଜେଇ ହେଉଛି ଐତିହାସିକ ଖଣ୍ଡଗିରି ପାହାଡ଼ । ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ସହ ସାଧୁସନ୍ଥଙ୍କ ରହିବା ପାଇଁ ଅସ୍ଥାୟୀ ଘର ଜୋର୍ସୋର ତିଆରି ଚାଲିଛି । ବାହାର ରାଜ୍ୟରୁ ଖେଳଣା, ଫୁଲ ବେପାରୀ ଓ ଦୋଳି ବେପାରୀମାନେ…
ଶ୍ରୀମନ୍ଦିରରେ ନାବାଳକକୁ ମାଡ ଅଭିଯୋଗ, ତଦନ୍ତ କରୁଛି ପୁଲିସ
ପୁରୀ ଶ୍ରୀମନ୍ଦିରର ବାହାର କାଠ ନିକଟରେ ନାବାଳକକୁ ପୁଲିସର ମାଡ ଅଭିଯୋଗ। ନାବାଳକ କାନରେ ଲାଗିଛି ଗଭୀର ଆଘାତ। ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ନାବାଳକ ଜଣକ ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳର। ଗତକାଲି…
କମିବ ଶୀତ, ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସହ ଶୀତ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କିନ୍ତୁ ଆସନ୍ତା ଦୁଇ ସପ୍ତାହ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ…
ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
ଦଳିଦେଲା ଦନ୍ତା । ଚାଲିଗଲା ଜୀବନ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଗୟାବନ୍ଧରେ ହାତୀ ଆକ୍ରମଣରେ ଜଣଙ୍କ ମୃ୍ତ୍ୟୁ ହୋଇଛି । ମୃତକ ହେଲେ ଗୟାବନ୍ଧର ସଂସାରୀ ଭୂଜବଳ । ଆଜି ସକାଳୁ ରାସ୍ତାରେ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା ।…
ପୁଣି ଦୁର୍ଘଟଣା: ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଲା ‘ଆମ ବସ୍’
ପୁଣି ଏକ ଦୁର୍ଘଟଣା ଘଟାଇଲା ‘ଆମ ବସ୍’। ପାତ୍ରପଡ଼ାରେ ସ୍କୁଟିକୁ ‘ଆମ ବସ’ଧକ୍କା ଦେଇଛି। ଫଳରେ ସ୍କୁଟି ଚାଳକ ଆହତ ହୋଇଥିବାବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି। ପାତ୍ରପଡ଼ା ଡିପୋରୁ ବାହାରିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେହିପରି ଶୁକ୍ରବାର ଜନପଥରେ ବାଇକ୍କୁ ଧକ୍କା ଦେଇଥିଲା…
ବରଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ୧ ମୃତ ୫ ଜଣ ଗୁରୁତର।
ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ବିରିବୋଲେଇ ଗାଁ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବରଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ପରଜଙ୍ଗ ଥାନା ବସୁଲେଇ ଗାଁର ଭ୍ରମର ବେହେରା। ଅନ୍ୟ ଗୁରୁତର…
ଚାନ୍ଦପୁର ଶିବ ମନ୍ଦିର ଓ ପାଣି ପମ୍ପ ହାଉସ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଲେ ଦୁର୍ବୁତ୍ତ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଚାନ୍ଦପୁର ଗାଁ ଶିବ ମନ୍ଦିରରୁ ଗତ ରାତିରେ ଲକ୍ଷାଧିକ ଟଙ୍କାର ମନ୍ଦିର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତ ମାନେ ମନ୍ଦିର କବାଟ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ପିତ୍ତଳ ସାମଗ୍ରୀ, ମାଆଙ୍କ ମୁକୁଟ,…
