ଭୀଷଣ ହେଲା ମୋନ୍ଥା। ଘୂ ଘୂ ପବନ ସାଙ୍ଗକୁ ଗର୍ଜନ କଲାଣି ସମୁଦ୍ର। ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନର ରୂପ ନେଲା ବାତ୍ୟା। ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ମୋନ୍ଥା। ମଛଲିପଟ୍ଟନମ ଠାରୁ ଏହା ୧୯୦…
Category: ଦେଶ ବିଦେଶ
ସନ୍ଧ୍ୟାରୁ ପ୍ରବଳ ବର୍ଷା ଓ ପବନ ସମ୍ଭାବନା,ରାତିରେ ହେବ ଲ୍ୟାଣ୍ଡଫଲ୍
ବାତ୍ୟା ‘ମୋନ୍ଥା’ ମଙ୍ଗଳବାର ରାତି ୧୦ଟା ପାଖାପାଖି ଆନ୍ଧ୍ର ଉପକୂଳ ଛୁଇଁବ । ଭୀଷଣ ବାତ୍ୟା ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ କୋନାପାପାପେଟା ନିକଟରେ କରିବ ଲ୍ୟାଣ୍ଡଫଲ୍ । ସେତେବେଳେ ସେଠାରେ ପବନ ବହୁଥିବ ୯୦-୧୦୦ କିଲୋମିଟର ବେଗରେ । ଲ୍ୟାଣ୍ଡ ଫଲ୍ ପରେ ଦ୍ରୁତ ଗତିରେ…
ମୁମ୍ବାଇ ଯୋଗେଶ୍ବରୀ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ
ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ…
ଆମେରିକା ନୌସେନାର ହେଲିକପ୍ଟର ଏବଂ ଯୁଦ୍ଧବିମାନ କ୍ରାସ୍
ଆମେରିକା ନୌସେନାର ଏକ ହେଲିକପ୍ଟର (MH-60) ଏବଂ ଏକ ଯୁଦ୍ଧବିମାନ (F-18 Super Hornet) ଦକ୍ଷିଣ ଚୀନ ସାଗରରେ କ୍ରାସ୍ ହୋଇଛି। ଦୁର୍ଘଟଣାର ସଠିକ କାରଣ ଏହାପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଏୟାରକ୍ରାଫ୍ଟ ଏକ ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିଅରରେ ନିୟୋଜିତ ଥିଲା। ଯୁଏସ୍ ପ୍ୟାସିଫିକ ଫ୍ଲିଟ୍…
କୋଟାୟମରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୪୯ ଯାତ୍ରୀ ଆହତ, ୧ ମୃତ୍ୟୁ
କୋଟାୟମ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ବସରେ ୪୯ ଯାତ୍ରୀ ଥିଲେ, ଯେଉଁଥିରେ ୧ ମହିଳାଙ୍କର ମୃତ୍ୟୁହୋଇଛି ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସଟି କନ୍ୟାକୁମାରୀ ଓ ତିରୁବନନ୍ତପୁରମ ମଧ୍ୟରେ ଯାତ୍ରା କରୁଥିବା ସମୟରେ ଏକ…
ଲକ୍ଷ୍ନୌ ରେଲୱେ ହସ୍ପିଟାଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ରୋଗୀ ସୁରକ୍ଷିତ
ଲକ୍ଷ୍ନୌ ଆଲମବାଗ ସ୍ଥିତ ରେଲୱେ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହାପରେ ଘଟଣା ସ୍ଥଳରେ ଭୟର ବାତାବରଣ ଖେଳିଯାଇଛି । ହସ୍ପିଟାଲ୍ ରେ ନିଆଁ ଲାଗିବା ପର ୨୨ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଆଁ ତୁରନ୍ତ ହସପିଟାଲର…
୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ
ଲଣ୍ଡନରେ ଲଜ୍ଜା । ଦୁଷ୍କର୍ମର ଶିକାର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ । ବ୍ରିଟେନ୍ରେ ଘଟିଛି ଏପରି ଅଭାବନୀୟ ଘଟଣା । ଇଂଲଣ୍ଡରେ ଜଣେ ୨୦ ବର୍ଷୀୟ ଭାରତୟୀ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବ୍ରିଟିଶ୍ ପୁଲିସ୍ ମୁତାବକ, ଉତ୍ତର ଇଂଲଣ୍ଡରେ…
‘ଓଡ଼ିଶାର ଗୌରବ କୋରାପୁଟ କଫି’; ‘ମନ୍ କି ବାତ୍’ରେ କହିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ ମନ ବଳାଉଛନ୍ତି। କଫି…
ଭାରତ-ଚୀନ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ…
ଭାରତ ଓ ଚୀନ ମଧ୍ୟରେ ଗତକାଲି ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଛି। ୨୦୨୦ର ଗଲୱାନ ସଂଘର୍ଷ ପରେ ଏହି ସେବା ବନ୍ଦ ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଦୁଇ ଦେଶ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ…
ବିହାର ବିଧାନସଭା ନିର୍ବାଚନ: ନୂଆ ପେନସନ ଏବଂ ସହାୟତା, ତେଜସ୍ୱୀ ଯାଦବଙ୍କ ମହତ୍ତ୍ୱପୂର୍ଣ୍ଣ ଘୋଷଣା
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନୂଆ ଶାସନ ହେଲେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କୁ ପେନସନ ଦିଆଯିବ। ସହିତ ସହ, ପ୍ରତି ପ୍ରତିନିଧିଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା…
