Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ପାକିସ୍ତାନ ସୁପ୍ରିମକୋର୍ଟରେ ବିସ୍ଫୋରଣ, ୪ ଆହତ

Posted on November 5, 2025

ପାକିସ୍ତାନ ସୁପ୍ରିମକୋର୍ଟର ବେସମେଣ୍ଟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଚାରି ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ ବିଲ୍ଡିଂର ସେଣ୍ଟ୍ରାଲ ଏସି ସିଷ୍ଟମ ମରାମତି କାମ ଚାଲିଥିଲା। ଘଟଣା ପରେ ଓକିଲ, ଜଜ୍ ଓ କର୍ମଚାରୀମାନେ ଆତଙ୍କରେ କୋର୍ଟ ପରିସର ଛାଡିଦେଇଥିଲେ। ଆହତମାନଙ୍କୁ ହସପିଟାଲରେ…

ଛତିଶଗଡରେ ଭୟାବହ ଟ୍ରେନ୍ ଦୁର୍ଘଟଣା, ୧୧ ମୃତ, ୨୪ରୁ ଅଧିକ ଆହତ

Posted on November 5, 2025

ଛତିଶଗଡର ବିଳାସପୁର ଜିଲ୍ଲାର ଲାଲଖଦାନ ଷ୍ଟେସନ ନିକଟରେ ଘଟିଛି ଭୟାବହ ଟ୍ରେନ୍ ଦୁର୍ଘଟଣା। କୋର୍ବା ଯାତ୍ରୀବାହୀ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା ହେବାରୁ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ଓ ୨୪ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ…

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସବୁଠୁ ବଡ଼ ସୁପରମୁନ୍

Posted on November 5, 2025

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଆକାଶରେ ଚନ୍ଦ୍ର ଅତ୍ୟନ୍ତ ଉଜ୍ଜ୍ୱଳ ଓ ବଡ଼ ଦେଖାଯିବ, କାରଣ ଏହା ସୁପରମୁନ୍ ରାତି। ପୃଥିବୀ ଚାରିପାଖରେ ଚନ୍ଦ୍ରର ଅଣ୍ଡାକାର କକ୍ଷପଥ ହେତୁ କେବେ କେବେ ଏହା ପୃଥିବୀଙ୍କ ନିକଟତମ ବିନ୍ଦୁ (ପେରିଜି) ଉପରେ ପହଞ୍ଚେ। ସେହି ସମୟରେ ପୂର୍ଣ୍ଣିମା…

ଗାଜିଆବାଦ ଏବଂ ମିରଟରେ ଏକ୍ୟୁଆଇ ୪୦୦ ପାର୍

Posted on November 4, 2025

ଶୀତ ଋତୁ ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶର ବାୟୁମଣ୍ଡଳ ମଧ୍ୟ ବିଷାକ୍ତ ହେବାରେ ଲାଗିଛି। ମିରଟ ସହିତ ଦିଲ୍ଲୀର ନୋଏଡା, ଗାଜିଆବାଦ, ମୁଜାଫରନଗର ଏବଂ ଗ୍ରେଟର ନୋଏଡା  ଖରାପ ଅବସ୍ଥା ଦେଇ ଗତି କରୁଛି। ଏଠାକାର ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି।…

ଆଫଗାନିସ୍ତାନରେ ଭୂକମ୍ପ ଝଟକା , ୨୦ ମୃତ୍ୟୁ, ୧୫୦ ଆହତ

Posted on November 3, 2025

ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୁଲମରୁ ୨୨ କିଲୋମିଟର…

ମେକ୍ସିକୋର ଏକ ସୁପରମାର୍କେଟରେ ଅଗ୍ନିକାଣ୍ଡ, ୨୩ ମୃତ

Posted on November 3, 2025

ଉତ୍ତର-ପଶ୍ଚିମ ମେକ୍ସିକୋର ଏକ ସୁପରମାର୍କେଟରେ ଅଗ୍ନିକାଣ୍ଡ । ଏଥିରେ ୨୩ ଜଣଙ୍କର ମୃତ୍ୟୁ ହେଶିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ସୋନୋରା ରାଜ୍ୟର ରାଜଧାନୀ ହର୍ମୋସିଲୋ ସହରରେ ଶନିବାର ଅଗ୍ନିକାଣ୍ଡ ଘଟିଥିବା ସୋନୋରା ରାଜ୍ୟପାଳ ଆଲଫୋନ୍ସୋ ଡୁରାଜୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା…

ଶୌଚାଳୟର ମୂଲ୍ୟ ୮୩ କୋଟି

Posted on November 3, 2025

ବିଶ୍ୱର ସବୁଠୁ ଦାମୀ ଶୌଚାଳୟ ଆସନ୍ତା ୧୮ ତାରିଖରେ ଆମେରିକାରେ ନିଲାମ ହେବାକୁ ଯାଉଛି । ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ ପକ୍ଷରୁ ଏହା ଘୋଷଣା କରାଯାଇଛି । କମ୍ପାନି ଅନୁସାରେ, ଶୁଦ୍ଧ ସୁନାରେ ତିଆରି ‘ଆମେରିକା’ ନାମକ ଏହି ସଂରଚନାକୁ ଇଟାଲୀୟ କଳାକାର ମାରିଜିଓ କ୍ୟାଟଲନ୍‌ ପ୍ରସ୍ତୁତ…

ମଦ ପିଇ ଗାଡ଼ି ଚାଳନାକୁ ରୋକିବ ଏହି ସ୍ୱତନ୍ତ୍ର ଡିଭାଇସ୍‌

Posted on November 3, 2025

ଆମ ଦେଶରେ ମଦ ପିଇ ଗାଡ଼ି ଚାଳନା ଲାଗି କଡ଼ା ଆଇନଗତ ପ୍ରାବଧାନ ରହିଛି । ଏହା ସତ୍ତେ୍ୱ ଏପରି ମାମଲାର ସଂଖ୍ୟା କମୁନାହିଁ । ଏଭଳି ସ୍ଥଳରେ ଗୁଜରାଟର ଜଣେ ବ୍ୟକ୍ତି ମିଥିଲେଶ ପଟେଲ ପ୍ରଯୁକ୍ତି ଜରିଆରେ ଏହି ସମସ୍ୟାର ସମାଧାନ ଲାଗି…

୩୦୮୪ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କଲା ଇଡି

Posted on November 3, 2025

ବଢିଲା ଅନିଲ ଅମ୍ଵାନୀଙ୍କ ମୁସ୍କିଲ୍। ଘରଠୁ ଅଫିସ୍ ଯାଏଁ ରିଲାଏନ୍ସ ଗ୍ରୁପ୍‌ର ୩୦୮୪ କୋଟି ଟଙ୍କାର ୪୦ରୁ ଉର୍ଦ୍ଧ୍ଵ ସମ୍ପତ୍ତି ଫ୍ରିଜ୍ କଲା ଇଡି। ଗାଜିଆବାଦ, ଦିଲ୍ଲୀ, ନୋଏଡା, ମୁମ୍ଵାଇ, ପୁଣେ, ଥାନେ, ହାଇଦ୍ରାବାଦ, ଚେନ୍ନାଇ, କାଞ୍ଚିପୁରମ୍ ଓ ଇଷ୍ଟ ଗୋଦାବରୀ ଅଞ୍ଚଳରେ ଥିବା…

ତେଲଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୬ ମୃତ, ୧୦ ଆହତ

Posted on November 3, 2025

ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାର ମିର୍ଜାଗୁଡ଼ା ନିକଟରେ ଆଜି ସକାଳେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟିଜିଆରଟିସି ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୧୬ ଜଣଙ୍କ ମୃତ୍ୟୁ ଓ ୧୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଚେୱଲ୍ଲା ମଣ୍ଡଳ ଖାନପୁର…

Posts pagination

Previous 1 … 36 37 38 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme