ଶତ୍ରୁର ଶତ୍ରୁ ମିତ୍ର’ ନ୍ୟାୟରେ ଏବେ ଆଫଗାନିସ୍ତାନ ଭାରତର ପରମ ମିତ୍ର ପାଲଟିଛି । ଅକ୍ଟୋବରରେ, ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାଁ ମୁତାକି ଭାରତ ଗସ୍ତ କରିଥିଲେ, ଏବଂ ବର୍ତ୍ତମାନ, ଆଫଗାନିସ୍ତାନ ବାଣିଜ୍ୟ ମନ୍ତ୍ରୀ ହଜରତ ଅଲହାଜ ନୁରୁଦ୍ଦିନ ଅଜିଜି ପାଞ୍ଚ ଦିନିଆ…
Category: ଦେଶ ବିଦେଶ
ଲେବାନନ୍ରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଏନ୍ଆଇଏ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଏଥିରେ ପାକିସ୍ତାନୀ ଲିଙ୍କ୍କୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟରେ କଡ଼ା ଚେତାବନୀ ଦେଇ କହିଥିଲେ ଯେ ଦୋଷୀ…
ବନ୍ଦ ହୋଇଯିବ ଇରାନରେ ଭାରତୀୟଙ୍କ ଭିସା ଫ୍ରି ଏଣ୍ଟ୍ରି
ଇରାନ ଏକ ଏମିତି ନିଷ୍ପତ୍ତି ନେଇଛି, ଯେଉଁଥିରେ ଭାରତୀୟଙ୍କ ମୁସ୍କିଲ ବଢିବାରେ ଲାଗିଛି। ୨୨ ନଭେମ୍ୱରରେ ଇରାନରେ ଭାରତୀୟଙ୍କ ଭିସା ଫ୍ରି ଏଣ୍ଟ୍ରି ବନ୍ଦ ହୋଇ ଯିବ। ଏହାପଛର କାରଣ , ଠକୋଇ ଓ ତସ୍କରୀର ବୃଦ୍ଧି ମାମଲା। କହି ରଖୁଛୁ କି ,…
ଆଜି ମିଳିବ ପିଏମ୍ କିଷାନ ଟଙ୍କା : ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦
ଚାଷୀଙ୍କ ପାଇଁ ଖୁସୀ ଖବର। ଆଜି ଆସିବ ପିଏମ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ । ୯ କୋଟି କୃଷକଙ୍କ ପାଖକୁ ପଠାଯିବ ୧୮ହଜାର…
ଜାପାନରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୭୦ରୁ ଅଧିକ କୋଠା
ଦକ୍ଷିଣ-ପଶ୍ଚିମ ଜାପାନର ଓଇଟା ପ୍ରିଫେକ୍ଚରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭୦ରୁ ଅଧିକ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ପ୍ରାୟ ୫.୪୫ ସୁଦ୍ଧା ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି…
ଦିଲ୍ଲୀକୁ ପୁଣି ବୋମା ଧମକ: ସ୍କୁଲ-କୋର୍ଟ ଉଡ଼ାଇ ଦେବାକୁ ଫୋନ୍ କଲ୍ରେ ଧମକ
ଦିଲ୍ଲୀକୁ ପୁଣି ବୋମା ଧମକ ଦିଆଯାଇଛି । ଦୁର୍ବୃତ୍ତମାନେ ଫୋନ୍ କରି ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଏଥର ଦିଲ୍ଲୀର ସାକେତ କୋର୍ଟ ଏବଂ ଦୁଇଟି ସିଆରପିଏଫ୍ ସ୍କୁଲକୁ ଧମକ ମିଳିଛି । କୋର୍ଟ ପରିସରକୁ ଉଡ଼ାଇ ଦେବା…
ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ହମ୍ଲା, ୫୮୦ ଡ୍ରୋନ୍, ୪୦ଟି ମିସାଇଲ ସହ ୨୦ରୁ ଅଧିକ ବ୍ଲାଷ୍ଟ
ୟୁକ୍ରେନ୍ ଉପରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ କରିଛି । ଏଥିରେ ଅନେକ ଆବାସିକ ଅଞ୍ଚଳ ଧ୍ୱଂସସ୍ତୁପ ହୋଇଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି କହିଛନ୍ତି ଯେ, ରାତିସାରା ରୁଷ ମିସାଇଲ ମାଡ଼ କରିଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।…
ଏପ୍ରିଲରୁ ସେପ୍ଟେମ୍ବର ପ୍ରଥମ ପର୍ଯ୍ୟାୟ ଜନଗଣନା, ୩୪ଟି ପ୍ରଶ୍ନ କରିବେ ଜନଗଣନା ଅଧିକାର
୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଯାହା ସେପ୍ଟେମ୍ବର ମଧ୍ୟରେ ସରିବ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଗୃହ ତାଲିକା ଓ ଗୃହ ଗଣନା କରାଯିବ । ଏହି ସମୟରେ ଜନଗଣନା…
ଆମେରିକାରୁ ଏଲ୍ପିଜି ଆମଦାନୀ କରିବ ଭାରତ
ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତ ବୁଝାମଣା ଚଳାଇଥିବାବେଳେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆସନ୍ତାବର୍ଷରୁ ସେଠାରୁ ବାର୍ଷିକ ୨.୨ ନିୟୁତ ଟନ୍ (ଏମ୍ଟିପିଏ) ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲ୍ପିଜି) ଆମଦାନୀ କରିବାକୁ ଯାଉଛନ୍ତି। ଏଥିପାଇଁ ଏକବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଥିବା…
ଜାପାନରେ ଅଗ୍ନି ଉଦ୍ଗୀରଣ, ୪.୪ କିମି ଉପରକୁ ଉଠିଲା ପାଉଁଶ
ଜାପାନର ପଶ୍ଚିମ ଦ୍ୱୀପ କ୍ୟୁଷୁରେ ଏକ ଭୟଙ୍କର ଅଗ୍ନି ଉଦ୍ଗୀରଣ ହୋଇଛି । ଆଗ୍ନେୟଗିରିର ନାଁ ସାକୁରାଜିମା, ଯାହା କାଗୋଶିମା ସହର ନିକଟସ୍ଥ ଦକ୍ଷିଣ ଦିଗରେ ଅବସ୍ଥିତ । ଗତ ରବିବାର ସାକୁରାଜିମା ଆଗ୍ନେୟଗିରିରେ ୩ ଥର ବିସ୍ଫୋରଣ ହେଲା, ଯାହା ଦ୍ୱାରା ଧୂଆଁ…
