ଆମେରିକାର ପୂର୍ବ ମିସିସିପିରେ ଆଖିବୁଜା ଗୁଳିମାଡ । ଫଳରେ ଜଣେ ଶିଶୁ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ମିସିସିପିର ଜଣେ ୨୪ ବର୍ଷୀୟ ଯୁବକ କ୍ରୋଧର ବଶବର୍ତ୍ତୀ ହୋଇ ଏଭଳି ଘଟଣା ଘଟାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି…
Category: ଦେଶ ବିଦେଶ
ଗର୍ଭବତୀ କଲେ ପୁରସ୍କାର, ରାକେଟର ପର୍ଦ୍ଦାଫାସ, ୮ ଗିରଫ
ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ପୁରସ୍କାର ମିଳିବ । ତାହା ପୁଣି ଶହ କିମ୍ବା ହଜାର ଆକାରରେ ନୁହେଁ, ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର । ବିଭିନ୍ନ ସୋସିଆଲ ମିଡିଆରେ ଏଭଳି ବିଜ୍ଞାପନ ଦେଇ ଦେଶର ବିଭିନ୍ନ ଭାଗରୁ ଶତାଧିକ ଯୁବକଙ୍କୁ ଠକିଥିବା ଏକ…
ଥରୁଛି ଉତ୍ତରାଖଣ୍ଡ, ତାପମାତ୍ରା ବିଯୁକ୍ତ ୧୯ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ
ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଜାଡ଼ରେ ଲୋକେ ଥରୁଛନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉତ୍ତର ଭାରତରେ ଶୀତର ପ୍ରକୋପ ସର୍ବାଧିକ ରହିଛି । ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାସ୍ଥିତ ମୁନସ୍ୟାରୀରେ ରାତି ତାପମାତ୍ରା ବିଯୁକ୍ତ ୧୯ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି ।…
ଅଯୋଧ୍ୟାରେ ଅନଲାଇନ ନନ୍-ଭେଜ୍ ଅର୍ଡର କଲେ କଠୋର କାର୍ଯ୍ୟାନୁଷ୍ଠାନ
ଅଯୋଧ୍ୟାର ରାମ ମନ୍ଦିର ଏବଂ ପଞ୍ଚକୋଶି ମାର୍ଗ ପାଖରେ ଆମିଷ ଖାଦ୍ୟ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରିଛି ପ୍ରଶାସନ । ଏହି ନିର୍ଦ୍ଦେଶ କେବଳ ଦୋକାନ ପାଇଁ ନୁହେଁ ବରଂ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ପ୍ରଯୁଜ୍ୟ । ନିୟମ ଉଲ୍ଲଂଘନ…
୨୮ରୁ ବଜେଟ୍ ଅଧିବେଶନ, ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ
ବଜେଟ୍ ଅଧିବେଶନ ଆରମ୍ଭ ହେବାର ତାରିଖକୁ ନେଇ ସସପେନ୍ସ ଶେଷ ହୋଇଛି। ସରକାରଙ୍କ ଦ୍ୱାରା ମଞ୍ଜୁର କରାଯାଇ ଥିବା ଏକ ପ୍ରସ୍ତାବ ଅନୁସାରେ, ସଂସଦର ବଜେଟ୍ ଅଧିବେଶନ ୨୮ ଜାନୁଆରୀରୁ ୨ ଅପ୍ରେଲ୨୦୨୬ ଯାଏ ଦୁଇଟି ପ୍ରର୍ଯ୍ୟାୟରେ ଅନୁଷ୍ଠିତ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ୨୮…
ପ୍ରବଳ ଶୀତଲହରୀ, ସମସ୍ତ ସ୍କୁଲ ଜାନୁଆରୀ ୧୩ ପର୍ଯ୍ୟନ୍ତ ବନ୍ଦ
ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି। ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡିଗଡ଼ର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ଏବଂ ବେସରକାରୀ ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି। ସ୍କୁଲଗୁଡ଼ିକର ସମୟ ଏବଂ ଶୀତକାଳୀନ ଛୁଟି ବୃଦ୍ଧି କରାଯାଇଛି। ଜିଲା…
୪୪% ସହରରେ ଅଣନିଃଶ୍ୱାସୀ ଲୋକେ, ପ୍ରଦୂଷିତ ସହରର ଟପ୍-୧୦ରେ କିଏ କିଏ ଅଛନ୍ତି ?
କେବଳ ରାଜଧାନୀ ଦିଲ୍ଲୀ ନୁହେଁ, ଦେଶର ପ୍ରାୟ ୪୪%ଟି ସହର ଦୀର୍ଘ ସମୟ ଧରି ବାୟୁ ପ୍ରଦୂଷଣର ପ୍ରଭାବରେ ରହିଛି, ଯାହା ଏହି କଥାକୁ ସୂଚିତ କରେ ଯେ, ଏହି ସମସ୍ୟା କ୍ଷଣସ୍ଥାୟୀ ଘଟଣା ପରିବର୍ତ୍ତେ ନିର୍ଗମନ ଉତ୍ସରୁ ନିରନ୍ତର ନିର୍ଗମନର ଫଳାଫଳ। ଶକ୍ତି…
ମୋଦି ଫୋନ୍ କରିନଥିବାରୁ ଅଟକିଛି କି ଟ୍ରେଡ୍ ଡିଲ୍ ?
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଆଲୋଚନା ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ନିକଟତର ସହଯୋଗୀ ଦୁଇ ଦେଶ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତି କାହିଁକି ବିଫଳ ହେଲା ସେ ବିଷୟରେ ଏକ ବଡ଼ ଦାବି କରିଛନ୍ତି…
ଦିଲ୍ଲୀରେ ହାଇଡ୍ରାମା: ଗୃହ ମନ୍ତ୍ରଣାଳୟ ସମ୍ମୁଖରେ ପ୍ରତିବାଦ ବେଳେ ଟିଏମସି ସାଂସଦମାନଙ୍କୁ ଟେକି ନେଲା ପୋଲିସ
କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ‘ଇଡି’ (ED) ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ଦିଲ୍ଲୀରେ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ଏକ ବଡ଼ ଧରଣର ପ୍ରତିବାଦ ପ୍ରଦର୍ଶନ କରାଯାଇଛି। କୋଲକାତାର ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପିଏସି (I-PAC) କାର୍ଯ୍ୟାଳୟ ଏବଂ ଏହାର ମୁଖ୍ୟ…
ମହିଳାଙ୍କ ପାଇଁ ସୁରକ୍ଷିତ ବେଙ୍ଗାଲୁରୁ, ଜାଣନ୍ତୁ କେତେ ନମ୍ବରରେ ଭୁବନେଶ୍ୱର
ମହିଳାଙ୍କ ପାଇଁ ଦେଶର ସବୁଠୁ ସୁରକ୍ଷିତ ସହର ତାଲିକାରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି । ଏହା ତଳକୁ ଚେନ୍ନାଇ, ପୁନେ ଏବଂ ହାଇଦ୍ରାବାଦ ତାଲିକାରେ ସ୍ଥାନିତ ହୋଇଛି । ୱାର୍କ ପ୍ଲେସ୍ କଲ୍ଚର କନ୍ସଲ୍ଟିଂ ଫାର୍ମ ଅବତାର ଗ୍ରୁପ୍ ରିପୋର୍ଟ ‘ଟପ୍ ସିଟିଜ୍…
