ମେକ୍ସିକୋରେ ବଡ଼ ଅଘଟଣ। ଜରୁରୀକାଳୀନ ଅବତରଣ ସମୟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ । ଫଳରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏହି ଦୁର୍ଘଟଣା ଟୋଲୁକା ବିମାନବନ୍ଦରରୁ ୫ କିଲୋମିଟର ଦୂରରେ ଏବଂ ମେକ୍ସିକୋ ସିଟିରୁ ପ୍ରାୟ ୫୦…
Category: ଦେଶ ବିଦେଶ
ଭୋଟର ଲିଷ୍ଟରୁ କଟିଲା ୫୮ଲକ୍ଷରୁ ଅଧିକଙ୍କ ନାମ…
ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ମଙ୍ଗଳବାର ସକାଳେ ତାଙ୍କ ୱେବସାଇଟରେ ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରୁ ନାମ ବାଦ ଦିଆଯାଇଥିବା ଭୋଟରଙ୍କ ତାଲିକା ପ୍ରକାଶ କରିଛନ୍ତି। ଏହି ନାମଗୁଡ଼ିକ ୨୦୨୫ ଭୋଟର ତାଲିକାରେ ଥିଲା କିନ୍ତୁ…
ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର ବଡ଼ ଦାୟିତ୍ବ
ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର ବଡ଼ ଦାୟିତ୍ବ । ଆସାମ ବିଧାନସଭା ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ବୈଜୟନ୍ତ ପଣ୍ଡା ଏବେ ବିଜେପିର ଜାତୀୟ ଉପସଭାପତି ଅଛନ୍ତି । ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁସ୍…
ଆଜିଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି ଦେଶ ଗସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ତିନୋଟି ଦେଶ- ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତରେ ବାହାରିଛନ୍ତି । ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଇବନ ଅଲ ହୁସେନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଡିସେମ୍ବର ୧୫ରୁ ୧୬ ପର୍ଯ୍ୟନ୍ତ ଜୋର୍ଡାନରେ ରହିବେ । ଏହି ସମୟରେ ଉଭୟ ନେତା ଦୁଇ…
ଭୁବନେଶ୍ଵରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’
ଭିସା ପାଇଁ ଆଉ କୋଲକାତା, ଦିଲ୍ଲୀ କି ହାଇଦ୍ରାବାଦ ଦୌଡ଼ିବେନି ଓଡ଼ିଶାବାସୀ। ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଭୁବନେଶ୍ଵରରେ ହେବ ଗ୍ଲୋବାଲ୍ ଭିସା ଆପ୍ଲିକେସନ ସେଣ୍ଟର। ବରମୁଣ୍ଡା ବସ୍ ଟର୍ମିନାଲ୍ ବିଲ୍ଡିଂରେ ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ରାଜ୍ୟ ସରକାର ୩ ହଜାର…
MNREGA ଯୋଜନା ବଦଳାଇବାକୁ ମୋଦି ସରକାରଙ୍କ ନୂଆ ଯୋଜନା
ଗ୍ରାମୀଣ ରୋଜଗାର ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ରର ମୋଦୀ ସରକାର । ଏବେ ବିକାଶିତ ଭାରତ-ଜୀ ରାମ ଜୀ ଯୋଜନା (VB-G RAM G) ସହିତ MNREGA ର ସ୍ଥାନ ନେବ । ସରକାର ଆଜି ସଂସଦରେ ଏଥିପାଇଁ ଏକ ବିଲ୍…
ଅଚାନକ୍ ମୃତ୍ୟୁର କାରଣ ନୁହେଁ କୋଭିଡ୍ ଟୀକା, AIIMS-ICMR ଗବେଷଣାରୁ ଆସିଲା ଏମିତି ଫଳାଫଳ…
ଭାରତରେ ଯୁବକ ମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁର କାରଣ ଦୀର୍ଘ ସମୟ ଧରି ଏକ ଜଟିଳ ପ୍ରଶ୍ନ ହୋଇ ଛିଡା ହୋଇଛି। ଆଉ ଏହି ପ୍ରଶ୍ନ ମଧ୍ୟରେ AIIMS-ICMR ଗବେଷଣା କିଛି ଆଶ୍ୱସ୍ତିକର ଖବର ପ୍ରଦାନ କରିଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ,…
ବିଷାକ୍ତ ଧୂଆଁରେ ଅଦୃଶ୍ୟ ଦିଲ୍ଲୀ-ଏନସିଆର, ଫଗ୍ ଓ ସ୍ମଗ୍ ପାଇଁ ଜିରୋ ଭିଜିବିଲିଟି
ବିଷ ବଳୟରେ ଦିଲ୍ଲୀ। ଚାରିଆଡ଼େ ଧୂଆଁ-ଧୂଆଁ ଖାଲି ଧୂଆଁ। ସେପଟେ ଉତ୍ତର ଭାରତରେ ଦାଉ ସାଧୁଛି ପ୍ରବଳ ଶୀତ ଲହରୀକୁ ଘନ କୁହୁଡ଼ି। ବିଷାକ୍ତ ଧୂଆଁରେ ଅଦୃଶ୍ୟ ହୋଇଗଲା ଦିଲ୍ଲୀ ଏନସିଆର। ଫଗ୍ ଓ ସ୍ମଗ୍ ପାଇଁ ଜିରୋ ଭିଜିବିଲିଟି। ଅକ୍ଷରଧାମରେ ୪୯୩ ଛୁଇଁଲା…
ସିଡନୀ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି
ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚ୍ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ବୋଣ୍ଡି ବିଚ୍ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଆକ୍ରମଣକାରୀଙ୍କର ଇସଲାମିକ୍ ଷ୍ଟେଟ୍ ସହ ସମ୍ପର୍କ ଥିଲା ! ପୋଲିସ ଏହାକୁ ଆତଙ୍କବାଦୀ…
ନାଗରିକତ୍ୱ ଛାଡୁଛନ୍ତି ୨ ଲକ୍ଷ ଭାରତୀୟ, ୫ ବର୍ଷରେ ବିଦେଶରେ ଅବସ୍ଥାପିତ ହେଲେଣି ୯ ଲକ୍ଷ ନାଗରିକ
ଭାରତୀୟ ନାଗରିକତ୍ୱ ଛାଡୁଥିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି । ଗତ ୫ ବର୍ଷରେ ପାଖାପାଖି ୯ ଲକ୍ଷ ଭାରତୀୟ ସେମାନଙ୍କ ନାଗରିକତ୍ୱ ପରିତ୍ୟାଗ କରିଥିବା ବହିର୍ବ୍ୟାପାର ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ରାଜ୍ୟସଭାରେ ଉତ୍ତର ରଖି ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ କହିଛନ୍ତି…
