ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ବସ୍। ୧୪ ଯାତ୍ରୀ ଗୁରୁତର ୨୦ ଯାତ୍ରୀ ସାମାନ୍ୟ ଆହତ। ବିନିକା ଏସ୍. ରାମପୁର ମୁଖ୍ୟ ରାସ୍ତାର ସିଂଘିଯୁବା ବ୍ରିଜ୍ ତଳକୁ ଖସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…
Category: ରାଜ୍ୟ
ଆଜି ଲଘୁଚାପ ନେବ ଅବପାତ ରୂପ, ୨୭ରେ ବାତ୍ୟା
ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୨୭ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଉପରେ ବାତ୍ୟା ରୂପ ନେବ । ଏହା ଉତ୍ତର-…
ଶାଗୁଆନ କାଠ ନେଉଥିଲେ ପୋଲିସ ବାବୁ, ଧରିଲେ ଗ୍ରାମବାସୀ।
କାମାକ୍ଷାନଗର ଉପଖଣ୍ଡ ମହାବିରୋଡ଼ ରେଞ୍ଜ ମୋହନପଶି ଗାଁରେ ଏକ କାଠ ବୋଝେଇ ଟ୍ରାକ୍ଟର ଗାଡିକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ। ସ୍ଥାନୀୟ ଦଦରାଘାଟି ଫାଣ୍ଡିର ପୋଲିସ ବାବୁ ଶାଗୁଆନ କାଠକୁ ଟ୍ରାକ୍ଟର ଯୋଗେ ଚାଲାଣ କରୁଥିବା ବେଳେ ମୋହନପଶି ଗାଁର ଗ୍ରାମବାସୀ…
ଘର ଉପରେ ଚଢିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତ୍ତି। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ବାଙ୍ଗୁରା ଗାଁ ଛକ ନିକଟରେ ଥିବା ଦୁଇଟି ଘର ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତ୍ତି। ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ବାଙ୍ଗୁରା ଗାଁର କାହ୍ନୁ ପ୍ରଧାନ ଓ ମୁଖେଇ ପ୍ରଧାନ।…
ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉପରବେଡ଼ା ଗାଁ ନିକଟସ୍ଥ ପୋଖରୀରୁ କାର୍ ସହିତ ଗଳିତ ଶବ ଉଦ୍ଧାର । ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ କାର୍କୁ ଉପରକୁ ଆଣି, ସେଥିରୁ ମୃତଦେହକୁ ଉଦ୍ଧାର କରିଛି…
ଖରିଫ୍ ଧାନ ବିକିବାକୁ ୧୯.୬୮ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ
ମଙ୍ଗଳବାରଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା। ବରଗଡ଼ରୁ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ପାଇଁ ମଣ୍ଡିଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀ ପାଇଁ ମଣ୍ଡିଗୁଡ଼ିକରେ ଖାଦ୍ୟ, ପାନୀୟ ଓ ଶୌଚାଳୟ ଭଳି ବ୍ୟବସ୍ଥା…
ଲୁଚିଗଲା ବ୍ଲାକ୍ ପାଗୋଡା
ଘନକୁହୁଡ଼ି ବଳୟରେ ହଜିଗଲା ବ୍ଲାକ ପାଗୋଡ଼ା ବା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର।ଏମିତି କୁହୁଡ଼ି ଆଚ୍ଛାଦିତ କରି ରଖିଛି ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ଯେପରି ସମୁଦ୍ର କି ନଦୀର ଭ୍ରମ ସୃଷ୍ଟି କରିଛି। ପୂର୍ବରୁ କେବେ ଏଭଳି କୁହୁଡ଼ି ଅନୁଭୂତ ହେଉନଥିବା ବେଳେ…
ଭୁବନେଶ୍ୱରରେ ହଜାର ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ୧୧ ଦଫା ଦାବି ପାଇଁ ଆନ୍ଦୋଳନ
ରାଜଧାନୀର ରାଜରାସ୍ତାରେ ଏକାଠି ହୋଇ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୂର ସଂଘ ସହ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱର୍କର୍ସ ସଂଘଙ୍କ ଅନୁଷ୍ଠାନରେ କର୍ମୀମାନେ ୧୧ ଦଫା ଦାବି ସମ୍ବନ୍ଧୀୟ ଆନ୍ଦୋଳନ କରୁଛନ୍ତି।…
ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ ।
ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ତଦନ୍ତ କରୁଛି ଗୋବିନ୍ଦପୁର ପୋଲିସ । ହଷ୍ଟେଲରୁ ରବିବାର ଅପରାହ୍ନରେ ନବମ ଶ୍ରେଣୀର ୨ ଜଣ ଛାତ୍ରୀ ଓ ଦଶମ ଶ୍ରେଣୀର ଜଣେ…
ପିନ୍ଧା ଲୁଗାରେ ଝୁଲି ପଡ଼ିଲେ ଯୁବକ
ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓରଫ ଚିକୁନ ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି | ବାପା ଓ ମାଆ ତୀର୍ଥରେ ଯାଇଥିଲେ| ଚିକୁନଙ୍କ ପତ୍ନୀ ବାପ ଘରକୁ ଯାଇଥିଲେ…
