ପ୍ରକୃତିର କୋଳରେ ଥିବା ଶିମିଳିପାଳ ଅଭୟାରଣ୍ୟରୁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ସଦ୍ୟ ପ୍ରକାଶିତ କୁମ୍ଭୀର ଗଣନା ରିପୋର୍ଟ ଅନୁଯାୟୀ, ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି…
Category: ରାଜ୍ୟ
ଜେଜେମା ପାଇଁ ଫେରିଲା ନାତୁଣୀ, ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର
ଜେଜେମା ପାଇଁ ଫେରିଲା ନାତୁଣୀ । ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୋଲିସ ସହାୟତାରେ କଟକରୁ ଶିଶୁକୁ ଉଦ୍ଧାର କରାଯାଇଛି । ଗତ ୧୨ ତାରିଖ ଦିନ ଭଣ୍ଡାରିପୋଖରୀ ବୟା ବନାପୁର…
ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ
ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ୍ ୧୧୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଇଂ ନିଖିଲ…
ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଣ୍ଡେଇଡିହା ଗ୍ରାମରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ଅବୈଧ ଗଞ୍ଜେଇ ଜବତ ହୋଇଛି । ୯ ଟି ବସ୍ତାରେ ଗଞ୍ଜେଇ ଥିବା ବେଳେ ଏହା ପାଖାପାଖି ଦେଢ଼ କ୍ୱିଣ୍ଟାଲ ହେବ ବୋଲି ପୁଲିସ କହିଛି । ଏ…
ସ୍କୁଲ୍ ବସ୍ କୁ ଧକ୍କା ଦେଲା ଟ୍ରକ୍
ସ୍କୁଲ୍ ବସ୍ କୁ ଧକ୍କା ଦେଲା ଟ୍ରକ୍। ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦ୍ଵୀପ ରାସ୍ତାର ଖଣ୍ଡତରି ହମ୍ପସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକେ ବସ୍ ଭିତରୁ ପିଲାମାନଙ୍କୁ ଉଦ୍ଧାର କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ପୁଲିସ ଟ୍ରକ୍ ଓ ସ୍କୁଲ୍…
ଏଥର ଅଶ୍ଳୀଳତାକୁ ନା, ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା
ଏଥର ଅଶ୍ଳୀଳତାକୁ ନା, ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା। ପୂର୍ବ ବର୍ଷମାନଙ୍କରେ ଯାତ୍ରା ମଞ୍ଚ ତଳେ ୫ହଜାର ଚୌକି ପଡ଼ୁଥିଲା, ହେଲେ ଏଥରକ ତାହାର ଅଧା ଅର୍ଥାତ ଅଢେଇହଜାର ଚୌକି ପଡ଼ିବ। ଯାତ୍ରା ପରିବେଷଣ ବେଳେ ଦର୍ଶକମାନେ ଯେପରି ବସିବା ଓ…
ପରଜଙ୍ଗରେ ପୋଲିସ ଓ ଅବକାରୀ ବିଭାଗର ମେଗା ଚଢ଼ାଉ :୩୦ ହଜାର ଲିଟର ପୋଚ ନଷ୍ଟ, ଜଙ୍ଗଲ ଭିତରେ ଚାଲିଥିଲା ମଦର ‘ଭୂସ୍ୱର୍ଗ’
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ମଦ ମାଫିଆଙ୍କ ବିରୋଧରେ ପ୍ରଶାସନର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ପୋଲିସ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ପ୍ରାୟ ୮୦ଟି ସ୍ଥାନରେ…
ଦୀର୍ଘ ପ୍ରତିକ୍ଷାର ଅନ୍ତ: ୨୦୨୭ ମାର୍ଚ୍ଚରେ କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲର ପ୍ରଥମ ୟୁନିଟ୍
ଦୀର୍ଘ ପ୍ରତିକ୍ଷାର ହେବ ଅନ୍ତ । ଆସନ୍ତା ୨୦୨୭ ମାର୍ଚ୍ଚ ବେଳକୁ କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲର ପ୍ରଥମ ୟୁନିଟ୍। ଏଠାରୁ ପ୍ରଥମ ପର୍ଯ୍ୟାୟରେ ୬୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହେବ। ଏନେଇ ଏନ୍ଟିପିସିର ଇଡି ବିଜୟ ଚାନ୍ଦ ସୂଚନା ଦେଇଛନ୍ତି। ତାଙ୍କର…
