Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Posted on January 16, 2026

ଖଣ୍ଡଗିରି ମେଳାକୁ ଭଣ୍ଡବାବାଙ୍କୁ ମନା । ପ୍ରସିଦ୍ଧ ମାଘମେଳା ବେଳେ କୌଣସି ପ୍ରକାରର ଗୁଣିଗାରେଡ଼ି, କୁସଂସ୍କାର କିମ୍ବା ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି । ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲା ଭଳି କାମ ଓ ରୋଗ ଭଲ କରିଦେବା ନାଁରେ ଭକ୍ତଙ୍କୁ ଶୋଷଣ କରାଯିବ ନାହିଁ…

ବିଜେଡିରେ ବଡ଼ ଛାଟ: ଅରବିନ୍ଦ ଓ ସନାତନଙ୍କ ପରେ ଗଣେଶ୍ବର ବରାଳ ଆଉଟ୍!

Posted on January 16, 2026

ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ଏବେ ଅନ୍ତଃକନ୍ଦଳ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜଣେ ଟାଣୁଆ ସଂଗଠକଙ୍କ ସମେତ ଦୁଇଜଣ ବିଧାୟକଙ୍କୁ…

ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ,୧୬୩ ଧାରା ଲାଗୁ

Posted on January 16, 2026

ଅଶାନ୍ତ ସୁନ୍ଦରଗଡ଼ । ୧୬୩ ଧାରା ଲାଗୁ, ଇଣ୍ଟରନେଟ ସେବା ବନ୍ଦ । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ହିଂସାକାଣ୍ଡ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ବନ୍ଦ ରହିଛି ସ୍କୁଲ ଓ କଲେଜ ।…

ବାଲି ମାଫିଆଙ୍କ ଘରେ ଇଡି ରେଡ୍ ,ଏକକାଳୀନ ୨ଟି ସ୍ଥାନରେ ଚଢାଉ

Posted on January 16, 2026

ଗଞ୍ଜାମ ଜିଲ୍ଲାରେ ବାଲି ମାଫିଆଙ୍କ ଘରେ ଇଡି ରେଡ୍ । ଶେରଗଡ଼ ଅଞ୍ଚଳରେ ବାଲି ମାଫିଆ ତଥା ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘର ଓ ଅଫିସରେ ଚଢ଼ାଉ । ପୈତୃକ ବାସଭବନରେ ମଧ୍ୟ ଚାଲିଛି ରେଡ୍ । ସେହିପରି ବ୍ରହ୍ମପୁର ଜୟପ୍ରକାଶ ନଗର ଓ…

ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ

Posted on January 16, 2026

ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ । ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି  । ୧୯୯୦ ମସିହାରୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଏହି ପ୍ଲାନେଟାରିୟମର ଆଧୁନିକୀକରଣ ତଥା ଏହାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ…

ଶନିବାରଠାରୁ କମିବ ଥଣ୍ଡା, ବଢିବ କୁହୁଡ଼ି

Posted on January 16, 2026

ରାଜ୍ୟରେ ଶନିବାରଠାରୁ ଥଣ୍ଡା ପ୍ରଭାବ କମିବ । ହେଲେ କୁହୁଡ଼ି ବଢ଼ିପାରେ । ଅପରପକ୍ଷରେ ୨୨ ତାରିଖ ପରଠାରୁ ସାମୟିକ ଭାବେ ଶୀତ ପ୍ରକୋପ ବଢ଼ିପାରେ । ପାଣିପାଗ ବିଭାଗର ଆକଳନ ହେଲା, ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ…

ପ୍ରେମିକା ଘର ଆଗରେ ଝୁଲୁଛି ପ୍ରେମିକର ମୃତଦେହ

Posted on January 15, 2026

 ପ୍ରେମିକା ଘର ଆଗରେ ଝୁଲୁଛି ପ୍ରେମିକର ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଜାମପାଲି ପଦାରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ୨୫ବର୍ଷୀୟ ବିକାଶ ମହାନନ୍ଦିଆ ବୋଲି ଜଣାପଡିଛି। ସୂଚନାନୁଯାୟୀ, ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ବିକାଶ ମହାନନ୍ଦିଆ…

“ସାବଧାନ! ମାଟ୍ରିମୋନିଆଲ୍ ସାଇଟ୍‌ରେ ଘୂରି ବୁଲୁଛନ୍ତି ‘ନକଲି ଡାକ୍ତର’, ଯୁବତୀଙ୍କୁ ୨୨ ଲକ୍ଷର ଚୂନ!

Posted on January 15, 2026

ସୋସିଆଲ ମିଡିଆ ଓ ମାଟ୍ରିମୋନିଆଲ୍ ସାଇଟ୍‌ରେ ଜୀବନସାଥୀ ଖୋଜୁଥିଲେ ସାବଧାନ! କାରଣ ଆପଣଙ୍କ ଗୋଟିଏ ଭୁଲ୍ ନିଷ୍ପତ୍ତି ଆପଣଙ୍କୁ କାଙ୍ଗାଳ କରିଦେଇପାରେ। ଏମିତି ଏକ ବଡ଼ ଧରଣର ଠକେଇ ମାମଲା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜକୁ ଜଣେ ପ୍ରତିଷ୍ଠିତ ଡାକ୍ତର ପରିଚୟ…

ଅନୁଗୋଳ ବ୍ଲକ ବାଳୁଆକତା ପଥର ଗଡ଼ ସାହି ପୋଖରୀ ନିକଟରୁ ଏକ ଅସୁସ୍ଥ ହାତୀ ଛୁଆ ଉଦ୍ଧାର।

Posted on January 15, 2026

ଅନୁଗୋଳ ବନଖଣ୍ଡ ର ବାଳୁକଟା ଗାଁ ପଥର ଗଡ ସାହି ନିକଟସ୍ଥ ଏକ ପୋଖରୀ ପାଖରେ ଏକ ହାତୀ କୁ ଅସୁସ୍ଥ ଅବସାରେ ଉଦ୍ଧାର କରାଯାଇଛି। ହାତୀଟି ର ବୟସ ପ୍ରାୟ 6 ବର୍ଷ ରୁ 7 ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି।…

ନାଲକୋର ଖଣିକାର୍ଯ୍ୟ ସର୍ଭେକୁ ବିରୋଧ କଲେ ଗ୍ରାମବାସୀ

Posted on January 15, 2026

ପ୍ରାକୃତିକ ନାଳ ଗତିପଥ ପରିବର୍ତ୍ତନ ସର୍ଭେ ବାହାନାରେ, ଉତ୍କଳ-ଇ କୋଇଲା ଖଣି ପାଇଁ ଚାଲିଛି ରାସ୍ତା ନିର୍ମାଣ କାମ। ଗ୍ରାମବାସୀ ବିରୋଧ ସହ କମ୍ପାନୀର କିଛି କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ରେ ସ୍ଥାନୀୟ ଗ୍ରାମବାସୀଙ୍କୁ ବାନ୍ଧିନେଲା ପୁଲିସ। ଏଭଳି ଏକ ମୁହାଁମୁହିଁ ସ୍ଥିତି…

Posts pagination

Previous 1 … 19 20 21 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme