Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍

Posted on January 16, 2026

ତଡ଼ା ଖାଇବେ ନନ୍ ପରଫର୍ମିଂ ସାର୍। ଅଧ୍ୟାପକଙ୍କୁ ସରକାରଙ୍କ ଛାଟ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ। କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶନାମା। ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କଲେଜ…

ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…

Posted on January 16, 2026

ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି । GA & PG  ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ । ଏଣିକି ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଷ୍ଟାଣ୍ଡିଂ…

ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ

Posted on January 16, 2026

ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ। ସାତକୋଶିଆରୁ କପିଳାସ ଆଣିବା ବେଳେ ବାଟରେ ହାତୀର ମୃତ୍ୟୁ ଘଟିଛି। ମୃତ ମାଈ ହାତୀର ବୟସ ୪ବର୍ଷ ହେବ ବୋଲି ଜଣାପଡ଼ିଛି। ହାତୀଟି ଖାଦ୍ୟରେ ବୋମା ଚୋବାଇ ଗୁରୁତର ହୋଇଥିଲା। ଗତ ରାତିରେ ସ୍ୱତନ୍ତ୍ର…

ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Posted on January 16, 2026

ଖଣ୍ଡଗିରି ମେଳାକୁ ଭଣ୍ଡବାବାଙ୍କୁ ମନା । ପ୍ରସିଦ୍ଧ ମାଘମେଳା ବେଳେ କୌଣସି ପ୍ରକାରର ଗୁଣିଗାରେଡ଼ି, କୁସଂସ୍କାର କିମ୍ବା ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି । ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲା ଭଳି କାମ ଓ ରୋଗ ଭଲ କରିଦେବା ନାଁରେ ଭକ୍ତଙ୍କୁ ଶୋଷଣ କରାଯିବ ନାହିଁ…

ବିଜେଡିରେ ବଡ଼ ଛାଟ: ଅରବିନ୍ଦ ଓ ସନାତନଙ୍କ ପରେ ଗଣେଶ୍ବର ବରାଳ ଆଉଟ୍!

Posted on January 16, 2026

ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ଏବେ ଅନ୍ତଃକନ୍ଦଳ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜଣେ ଟାଣୁଆ ସଂଗଠକଙ୍କ ସମେତ ଦୁଇଜଣ ବିଧାୟକଙ୍କୁ…

ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ,୧୬୩ ଧାରା ଲାଗୁ

Posted on January 16, 2026

ଅଶାନ୍ତ ସୁନ୍ଦରଗଡ଼ । ୧୬୩ ଧାରା ଲାଗୁ, ଇଣ୍ଟରନେଟ ସେବା ବନ୍ଦ । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ହିଂସାକାଣ୍ଡ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ବନ୍ଦ ରହିଛି ସ୍କୁଲ ଓ କଲେଜ ।…

ବାଲି ମାଫିଆଙ୍କ ଘରେ ଇଡି ରେଡ୍ ,ଏକକାଳୀନ ୨ଟି ସ୍ଥାନରେ ଚଢାଉ

Posted on January 16, 2026

ଗଞ୍ଜାମ ଜିଲ୍ଲାରେ ବାଲି ମାଫିଆଙ୍କ ଘରେ ଇଡି ରେଡ୍ । ଶେରଗଡ଼ ଅଞ୍ଚଳରେ ବାଲି ମାଫିଆ ତଥା ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘର ଓ ଅଫିସରେ ଚଢ଼ାଉ । ପୈତୃକ ବାସଭବନରେ ମଧ୍ୟ ଚାଲିଛି ରେଡ୍ । ସେହିପରି ବ୍ରହ୍ମପୁର ଜୟପ୍ରକାଶ ନଗର ଓ…

ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ

Posted on January 16, 2026

ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ । ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି  । ୧୯୯୦ ମସିହାରୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଏହି ପ୍ଲାନେଟାରିୟମର ଆଧୁନିକୀକରଣ ତଥା ଏହାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ…

ଶନିବାରଠାରୁ କମିବ ଥଣ୍ଡା, ବଢିବ କୁହୁଡ଼ି

Posted on January 16, 2026

ରାଜ୍ୟରେ ଶନିବାରଠାରୁ ଥଣ୍ଡା ପ୍ରଭାବ କମିବ । ହେଲେ କୁହୁଡ଼ି ବଢ଼ିପାରେ । ଅପରପକ୍ଷରେ ୨୨ ତାରିଖ ପରଠାରୁ ସାମୟିକ ଭାବେ ଶୀତ ପ୍ରକୋପ ବଢ଼ିପାରେ । ପାଣିପାଗ ବିଭାଗର ଆକଳନ ହେଲା, ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ…

ପ୍ରେମିକା ଘର ଆଗରେ ଝୁଲୁଛି ପ୍ରେମିକର ମୃତଦେହ

Posted on January 15, 2026

 ପ୍ରେମିକା ଘର ଆଗରେ ଝୁଲୁଛି ପ୍ରେମିକର ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଜାମପାଲି ପଦାରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ୨୫ବର୍ଷୀୟ ବିକାଶ ମହାନନ୍ଦିଆ ବୋଲି ଜଣାପଡିଛି। ସୂଚନାନୁଯାୟୀ, ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ବିକାଶ ମହାନନ୍ଦିଆ…

Posts pagination

1 2 … 149 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme