Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜନୀତି

ବିଜେଡିରେ ବଡ଼ ଛାଟ: ଅରବିନ୍ଦ ଓ ସନାତନଙ୍କ ପରେ ଗଣେଶ୍ବର ବରାଳ ଆଉଟ୍!

Posted on January 16, 2026

ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ଏବେ ଅନ୍ତଃକନ୍ଦଳ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜଣେ ଟାଣୁଆ ସଂଗଠକଙ୍କ ସମେତ ଦୁଇଜଣ ବିଧାୟକଙ୍କୁ…

ମୁମ୍ବାଇ ମୁକୁଟ କାହାର? BMC ନିର୍ବାଚନ ଗଣତି ଆରମ୍ଭ, ମହାୟୁତି ଓ ଠାକରେ ବ୍ରଦର୍ସଙ୍କ ମଧ୍ୟରେ କଡ଼ା ଟକ୍କର

Posted on January 16, 2026

ମହାରାଷ୍ଟ୍ର ରାଜନୀତିର ସବୁଠାରୁ ବଡ଼ ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଦେଶର ସବୁଠାରୁ ଧନୀ ପୌର ସଂସ୍ଥା ବୃହନମୁମ୍ବାଇ ମହାନଗର ନିଗମ (BMC) ସମେତ ୨୯ଟି ମହାନଗର ନିଗମ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୫ଟି ପର୍ଯ୍ୟାୟରେ ଏହି ଗଣତି…

ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ବଡ଼ ସୂଚନା

Posted on January 15, 2026

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ବୈଠକ ବସିଥିଲା । ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁ ଗର୍ଗ । କୋଲକାତାରେ ଇନଭେଷ୍ଟର ମିଟ୍‌ ଅନୁଷ୍ଠିତ ହେବ । ଇନଭେଷ୍ଟର ମିଟ୍‌ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ…

ମଣ୍ଡିରେ ଧାନ, ଚାଷୀ ହନ୍ତସନ୍ତ: ମନ୍ତ୍ରୀଙ୍କ ଗସ୍ତ ବାତିଲ ପରେ ତେଜିଲା ଜନ ଅସନ୍ତୋଷ

Posted on January 15, 2026

ପଶ୍ଚିମ ଓଡ଼ିଶାର ଚାଷୀମାନେ ଅପେକ୍ଷା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ ବାତିଲ ହୋଇଛି। ସୂଚନା ଅନୁଯାୟୀ, ଆଜି ସମ୍ବଲପୁରରେ ଏକ ସମୀକ୍ଷା ବୈଠକ ଏବଂ ଆସନ୍ତାକାଲି ବରଗଡ଼ ଗସ୍ତ ପାଇଁ…

ଟ୍ରମ୍ପଙ୍କ ବଡ଼ ଧମକ! ରକ୍ତପାତ ବନ୍ଦ ନହେଲେ ହେବ ଭୟଙ୍କର ପରିଣାମ

Posted on January 14, 2026

ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଜନ ଆନ୍ଦୋଳନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ଶକ୍ତ ଚେତାବନୀ ଦେଇଛନ୍ତି। ଇରାନ ସରକାର ନିଜ ନାଗରିକଙ୍କ ଉପରେ କରୁଥିବା ଦମନଲୀଳାକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଯଦି ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ ଜାରି…

ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ

Posted on January 11, 2026

ଖୁବଶୀଘ୍ର ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ। ଏନେଇ ସୂଚନା ଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦୀର୍ଘ ସମୟ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା ହୋଇଥିଲା। ରାଜ୍ୟ ବିଷୟରେ ତାଙ୍କୁ ଅବଗତ କରିଥିଲ। ନିଗମ ବୋର୍ଡ ନେଇ…

ମାର୍ଚ୍ଚରେ ମୋକିମଙ୍କ ନୂଆ ଦଳ: ଜାନୁଆରୀ ୧୨ରେ ଭୁବନେଶ୍ୱରରେ ଗର୍ଜିବେ ଯୁବକ!

Posted on January 10, 2026

ଓଡ଼ିଶା ରାଜନୀତିରେ ଏକ ନୂଆ ବିକଳ୍ପର ସନ୍ଧାନରେ ଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ନିଜର ନୂଆ ଆଞ୍ଚଳିକ ଦଳ ଗଠନ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି। ପୂର୍ବରୁ ଜାନୁଆରୀ ୧୨ ତାରିଖରେ ଦଳ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ…

ଓଡ଼ିଶା ରାଜନୀତିରେ ବଡ଼ ଧମାକା: ମାର୍ଚ୍ଚରେ ନୂଆ ଦଳ ଗଢ଼ିବେ ମହମ୍ମଦ ମୋକିମ୍‌!

Posted on January 10, 2026

ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟରେ ଏହି ନୂଆ…

ବିଜେପି କାର୍ଯ୍ୟାଳୟରେ ବଡ଼ ହଲଚଲ୍: ଆଜି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ବଡ଼ ଘୋଷଣା

Posted on January 6, 2026

ଓଡ଼ିଶା ରାଜନୀତିରେ ଆଜି ଏକ ବଡ଼ ଧରଣର ଗତିବିଧି ଦେଖିବାକୁ ମିଳିଛି। ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ମିଟ୍‌କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ରାଜ୍ୟ ସଭାପତି…

ଥାନା ସମ୍ମୁଖରେ ହତ୍ୟା, ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍‌

Posted on January 3, 2026

ତାଳଚେର: ତାଳଚେର ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରର ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର । ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି…

Posts pagination

1 2 … 12 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme