Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଦ ପିଇ ପୁଲିସକୁ ଆକ୍ରମଣ; ୨ ଯୁବକ ଥାନାରେ ଅଟକ

Posted on October 8, 2025

ମହଙ୍ଗା ପଡ଼ିଲା ପୁଲିସକୁ ଆକ୍ରମଣ । ଗୋପ ଥାନା ସବ୍ ଇନ୍ସପେକ୍ଟର ବୁଲୁ ସେଠୀଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । ଉଭୟଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ।

ସୂଚନା ମୁତାବକ, ମଙ୍ଗଳବାର ରାତିରେ ଗୋପ ଥାନା ଗଣେଶ୍ୱରପୁର ଗାଁ ପଞ୍ଚାୟତର ସୁଶାନ୍ତ କୁମାର ନାୟତ ଏବଂ ସୋରିଷିଆପଦା ଗାଁର ପ୍ରଦୀପ୍ତ କୁମାର ବେହେରା ଅତ୍ୟଧିକ ମଦ୍ୟପାନ କରି ଥାନା ପରିସରରେ କାର୍ଯ୍ୟରତ ଏସ୍‌ଆଇ ବୁଲୁ ସେଠୀଙ୍କୁ ଆକ୍ରମଣ କରିଥିଲେ । ଯାହାପରେ ପୁଲିସ ଉଭୟ ଯୁବକଙ୍କୁ ନିଶାଶକ୍ତ ଅବସ୍ଥାରେ ଗୋପ ଥାନାରେ ଅଟକ ରଖି ଜେରା କରୁଛି । କେଉଁ କାରଣ ଉଭୟ ମଦ ପିଇ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ଏବଂ ପୁଲିସକୁ ଆକ୍ରମଣ କରିବା ପାଇଁ କିପରି ସାହସ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଟକ ଥିବା ଯୁବକଙ୍କୁ ଜେରା ପରେ ପୁରା ସତ ପଦାକୁ ଆସିବ ବୋଲି ଆଶା କରାଯାଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme