Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଡଦଣ୍ଡାରେ ମାଦୁଆ,ପୋଲିସ ମୁହାଁମୁହିଁ

Posted on October 7, 2025

 

ପୁରୀ ବଡଦାଣ୍ଡରେ ହାଇଡ୍ରାମା । ହାତରେ ମଦ ବୋତଲ ଧରି ତିନି ଯୁବକ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଚାରି ଚକିଆ ଗାଡିରେ ତିନି ଜଣ ନିଶାସକ୍ତ ଯୁବକ ନିୟମ ଭାଙ୍ଗି ମରଚିକୋଟ ଛକ ଆଗକୁ ଗାଡି ନେଉଥିଲେ ।

ତେଣୁ ପୋଲିସ ଅଧିକାରୀମାନେ ଗାଡିଟିକୁ ଅଟକାଇଥିଲେ । ଗାଡି ମଧ୍ୟରୁ ମଦ ବୋତଲ ଜବତ କରିଥିଲା ପୋଲିସ । ଏହି ସମୟରେ ଯୁବକ ମାନେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଏସମସ୍ତ ଘଟଣାକୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ମୋବାଇଲରେ ଭିଡିଓ କଏଦ କରି ଭାଇରାଲ୍ କରିଥିଲେ। ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme