Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଉମରକୋଟ ସଂଗ୍ରାମ ମଞ୍ଚର ବନ୍ଦ ଡାକରା

Posted on February 10, 2026

ଉମରକୋଟ ସଂଗ୍ରାମ ମଞ୍ଚର ବନ୍ଦ ଡାକରା। ଧାନ ମଣ୍ଡି, ମକା ଅଭାବୀ ବିକ୍ରି ଭଳି ବିଭିନ୍ନ ସମସ୍ୟା ପାଇଁ ବନ୍ଦ ଡାକରା ଦେଇଛି ଉମରକୋଟ ସଂଗ୍ରାମ ମଞ୍ଚ । ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଚକ ଅଖ ଜାମ୍ । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି । ଗାଡ଼ି ଚଳାଚଳ ଠପ୍ ସହ ବନ୍ଦ ରହିଛି ଦୋକାନ ବଜାର । ସବ୍ -ଡିଭିଜନ ମାନ୍ୟତା, ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ ପ୍ରତିଷ୍ଠା , ଧାନମଣ୍ଡି ସମସ୍ୟା, ମକା ପ୍ରକ୍ରିୟାକରଣ ୟୁନିଟ ବସାଇବା ଦାବିରେ ବନ୍ଦ ଡାକରା ଦିଆଯାଇଛି ।

୧୯୫୬ ମସିହା ପରଠାରୁ ଉମରକୋଟ ଅଞ୍ଚଳରେ ଭୁ-ବନ୍ଦୋବସ୍ତ ବା ସେଟେଲମେଣ୍ଟ ହୋଇନାହିଁ । ଫଳରେ ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଲୋକେ ନିଜ ଜମିର ପଟା ପାଇବାରୁ ବଞ୍ଚିତ ହେଉଛନ୍ତି । ଉମରକୋଟକୁ ସବ୍-ଡିଭିଜନ ମାନ୍ୟତା ମିଳିଥିଲେ ମଧ୍ୟ ଆବଶ୍ୟକ ସରକାରୀ ଅଧିକାରୀ ନିଯୁକ୍ତି ହୋଇନାହିଁ । ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଜି ରାଜପଥକୁ ଓହ୍ଲାଇଛନ୍ତି ସଂଗ୍ରାମ ମଞ୍ଚ’ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme