Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଉପରେ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି….

Posted on October 7, 2025

ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ବି.ଆର୍ ଗଭାଇଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି। ଏକ୍ସରେ ସେ ଲେଖିଛନ୍ତି, “ଏହି ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ କ୍ଷୁବ୍ଧ କରିଛି। ଆମ ସମାଜରେ ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ।”

ମୋଦି ମୁଖ୍ୟ ବିଚାରପତିଙ୍କ ଧୈର୍ଯ୍ୟ ଓ ସଂଯମକୁ ପ୍ରଶଂସା କରି କହିଛନ୍ତି, “ଏହା ନ୍ୟାୟର ମୂଲ୍ୟବୋଧ ଓ ସମ୍ବିଧାନ ପ୍ରତି ତାଙ୍କ ପ୍ରତିବଦ୍ଧତାର ପ୍ରତିକ।”

ଘଟଣା ସମୟରେ ଜଣେ ବୟସ୍କ ଓକିଲ ରାକେଶ କିଶୋର ମୁଖ୍ୟ ବିଚାରପତିଙ୍କ ଦିଗକୁ ଜୋତା ଫିଙ୍ଗିଥିଲେ, ଯାହା ବେଞ୍ଚ ପାଖକୁ ପହଞ୍ଚିନଥିଲା। ସୁରକ୍ଷାକର୍ମୀ ତୁରନ୍ତ ତାଙ୍କୁ ଧରି ବାହାରକୁ ନେଇଥିଲେ। ଘଟଣାବେଳେ ସେ “ସନାତନ ଧର୍ମର ଅପମାନ ସହିବେ ନାହିଁ” ବୋଲି ଚିତ୍କାର କରିଥିଲେ।

ଦିଲ୍ଲୀ ପୋଲିସ ତାଙ୍କୁ ୩ ଘଣ୍ଟା ଜେରା ପରେ ଛାଡ଼ି ଦେଇଥିଲା, କାରଣ କୌଣସି ଅଭିଯୋଗ ଦାୟର ହୋଇନଥିଲା। ଯାହାପରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ରାକେଶଙ୍କୁ ତୁରନ୍ତ ନିଲମ୍ବିତ କରି ୧୫ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଜାରି କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme