Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା, ୩ ଜଣଙ୍କୁ ମିଳିବ ପୁରସ୍କାର

Posted on October 7, 2025

 

ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦୁଇ ଜଣ ଆମେରିକୀୟ ଏବଂ ଜଣେ ଜାପାନୀ ବୈଜ୍ଞାନିକଙ୍କୁ ଚିକିତ୍ସା ପାଇଁ ମିଳିବ ନୋବେଲ ପ୍ରାଇଜ୍ । ଏନେଇ ନୋବେଲ କମିଟି ତିନି ଜଣଙ୍କ ନାଁ ଘୋଷଣା କରିଛି । ଆମେରିକାର ମ୍ୟାରି-ଇ-ବ୍ରୁଙ୍କୋ, ପ୍ରେଡ୍ ରାମ୍ସଡେଲ ଏବଂ ଜାପାନୀ ବୈଜ୍ଞାନିକ ସିମୋନ ସକାଗୁଚୀ ।

ନୋବେଲ ପ୍ରାଇଜ୍ ୨୦୨୫ ପାଇଁ ମେଡିସିନରେ ୩ଜଣଙ୍କୁ ମିଳିତ ଭାବେ ଏହି ପୁରସ୍କାର ମିଳିବ । ଏହି ସର୍ବୋଚ୍ଚ ସମ୍ମାନ ଔଷଧ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଛି । ୬ ଅକ୍ଟୋବରରୁ ଆରମ୍ଭ ହୋଇଥିବା ନୋବେଲ ପୁରସ୍କାର ଘୋଷଣା ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଷ୍ଟକହୋମରେ କାରୋଲିନ୍ସକା ଇନଷ୍ଟିଚ୍ୟୁଟରେ ଔଷଧ ପୁରସ୍କାର ଘୋଷଣା କରାଯାଇଛି ।

ଏହା ପରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ପୁରସ୍କାର ଏବଂ ଅର୍ଥନୈତିକ ବିଜ୍ଞାନ ପୁରସ୍କାର ପାଇଁ ଘୋଷଣା କରାଯିବ । ଡିସେମ୍ବର ୧୦ ତାରିଖରେ, ଆଲଫ୍ରେଡ ନୋବେଲଙ୍କ ମୃତ୍ୟୁ ବାର୍ଷିକୀରେ ପୁରସ୍କାର ପ୍ରଦାନ କରାଯିବ ।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme