Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଲିସ ପିନ୍ଧିବେ ଏଆଇ ଚଷମା, ୱାଣ୍ଟେଡ୍ କ୍ରିମିନାଲକୁ ଖୋଜି ବାହାର କରିବେ

Posted on January 23, 2026

ଦେଶର ରାଜଧାନୀ ଦିଲ୍ଲୀରେ ରିପବ୍ଲିକ୍ ଡେ’କୁ ନେଇ ବଡ଼ ପ୍ରସ୍ତୁତ ଚାଲିଛି। ସୁରକ୍ଷାକୁ ମଜବୁତ କରିବା ପାଇଁ ଦିଲ୍ଲୀ ପୁଲିସ୍ ଆଡଭାନ୍ସଡ୍ ‘ଏଆଇ ଚଷମା’କୁ ଅନୱିଲ କରିଛି। ପରେଡ ବେଳେ ଅନେକ ପୁଲିସ କର୍ମୀ ଏହି ଚଷମା ଲଗେଇବାର ନଜର ଆସିବେ। ଏଆଇ ଚଷମା ଯୋଗୁଁ ସେ ୱାଣ୍ଟେଡ୍ ଅପରାଧି ଓ ଆତଙ୍କବାଦୀଙ୍କୁ ଚିହ୍ନଟ କରି ପାରିବେ ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏହାସହ ଯଦି କେହି ପ୍ରତିବନ୍ଧିତ ଜିନିଷ ନେଇ ଆସି ଥାଏ, ତ ତାକୁ ଡିଟେକ୍ଟ କରାଯାଇ ପାରିବ।

ୱାଣ୍ଟେଡ୍ କ୍ରିମନାଲ ଯଦି ପରେଡ୍ ବେଳେ ନଜର ଆସେ କିମ୍ୱା ପୁଣି ସାଧାରଣ ଲୋକଙ୍କ ମଧ୍ୟରେ ବୁଲିବାକୁ ଚେଷ୍ଟା କରି ଥାଏ,ଏହି ଏଆଇ ଚଷମା ତାକୁ ସହଜରେ ଡିଟେକ୍ଟ କରି ପାରିବ। ଏଥିରେ କ୍ୟାମେରା, ସେନ୍ସର ଓ ଆଲର୍ଟ ସିଷ୍ଟମକୁ ସାମିଲ କରାଯାଇଛି।

ଏଆଇ ଚଷମା ଭିତରେ କ୍ୟାମେରା ଲଗାଯାଇଛି, ଯାହା ପୁଲିସ୍ କର୍ମୀଙ୍କ ସାମ୍ନାରେ ହେଉ ଥିବା ସବୁ ଦୃଶ୍ୟକୁ ରେକର୍ଡ କରିବ। ଏଥିରେ ଫେସିଆଲ ରିକଗନାଇଜେସନ, ଭିଡ଼ିଓ ଆନାଲିଷ୍ଟ ଓ ଥର୍ମାଲ ଇମେଜିଂର ୟୁଜ କରାଯାଇଛି। ଏହି ଚଷମା ଏକ ମୋବାଇଲ କନେକ୍ସନରେ ଲିଙ୍କ୍ ଅଛି।

ଏଆଇ ଚଷମାର ଏକ ଅନ୍ୟ ଫିଚର ଏଥିରେ ଥର୍ମାଲ ସ୍କାନିଂ ଫିଚର ଅଛି। ଏଆଇ ଚଷମା ସାହାଯ୍ୟରେ ପୁଲିସକର୍ମୀ ପରେଡ୍ ବେଳେ ଆସିଥିବା ଲୋରଙ୍କ ଥର୍ମାଲ ସ୍କାନିଂ କରିପାରିବ। ପ୍ରତିବନ୍ଧିତ ବସ୍ତୁ ସହ ଆସୁଥିବା ବ୍ୟକ୍ତିଙ୍କ ତୁରନ୍ତ ଚିହ୍ନଟ କରିପାରିବ ଏବଂ ତାଙ୍କୁ ରୋକା ଯାଇ ପାରିବ।

ଏଆଇ ଚଷମାର ବଡ଼ ଫାଇଦା ଏହା ଯେ, ଯଦି କେହି ଅପରାଧୀ ବେଶ ବଦଳାଇ କିମ୍ୱା ଲୁଚାଇ ପରେଡ ବେଳେ ପଶିବାକୁ ଚେଷ୍ଟା କରିବ, ତ ଏଆଇର ସାହାଯ୍ୟରେ ତାର ଅସଲ ଚେହେରା ଚିହ୍ନଟ କରାଯାଇ ପାରିବ। ଏହାସହ ପୁଲିସ କଣ୍ଟ୍ରୋଲ ରୁମ୍ ଯାଏ ଆଲର୍ଟ ପଠାଯାଇ ପାରିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme