
ଅନୁଗୁଳ ର ଦୁଇ ବ୍ରାଉନ ସୁଗାରି ବେପାରୀଙ୍କୁ ମାଡ଼ି ବସିଲା ପୋଲିସ ମଧ୍ୟାହ୍ନ ରୁ ଚାଲିଛି ରେଡ।ଭଡା ଘରେ ଚାଲିଥିଲା ଧଳା ଜହର ବେପାର । ହାତୀଶାଳ ପଡ଼ା ନିକଟରେ ଭଡ଼ା ଘରେ ଚାଲିଥିଲା ବ୍ରାଉନ ସୁଗାର ବେପାର।ସ୍ପେଶିଆଲ ସ୍କୁଆଡ଼ ସହ ପୋଲିସର ମିଳିତ ଚଢ଼ାଉ ବର୍ତ୍ତମାନର ବଡ ସୂଚନା। ନଗଦ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଜବତ୍ କରିବା ସହ ବିପୁଳ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ଘଟଣା ସ୍ଥଳକୁ ଅତିରିକ୍ତ ତହସିଲଦାର ଉପସ୍ଥିତରେ ସେହି ଘରକୁ ଗଲା ଟଙ୍କା ଗଣିବା ମେସିନ। ଘଟଣା ସ୍ଥଳରେ ପୋଲିସ ସହ ଅତିରିକ୍ତ ତହସିଲ ଦାର ଟଙ୍କା ଗଣତି କରୁଥିବା ବର୍ତ୍ତମାନର ବଡ ସୂଚନା। ସମ୍ପୂର୍ଣ ତଥ୍ୟ ଚଢ଼ାଉ ପରେ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା l
