Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାତିରେ କାହିଁକି ଶୁଣାଯାଏ ନାହିଁ AeroPlaneର ଶବ୍ଦ?

Posted on January 14, 2026

ପ୍ଲେନ ବା ଉଡାଜାହାଜ ଦିନ ଭଳି ରାତିରେ ମଧ୍ୟ ଉଡାଣ ଭରିଥାଏ। ଦିନରେ ଏହା ଉଡିବା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭିଥାଏ। ହେଲେ ରାତିରେ ସେଭଳି ହୋଇ ନ ଥାଏ। ରାତିରେ ଉଡାଜାହାଜର ଶବ୍ଦ ଶୁଭାଯାଇ ନ ଥାଏ ବୋଲି କୁହାଯାଇପାରେ।

ପ୍ରାୟତଃ ଏହାର ଦୁଇଟି କାରଣ ଅଛି। ଏଥିଲାଗି ଆମେ ରାତିରେ ଉଡାଜାହାଜର ଶବ୍ଦ ଶୁଣିପାରି ନ ଥାଉ। ପ୍ରଥମଟି ହେଉଛି ଯେଉଁ ପ୍ଲେନ ଆକାଶରେ ଉଡିଥାଏ, ତାହା ବେଶ ଉଚ୍ଚରେ ଥାଏ। ରାତିରେ ପୃଥିବୀ ଉପରର ବାୟୁ ହାଲୁକା ହୋଇଯାଏ, ହେଲେ ମାଟି ଗରମ ଥାଏ। ଏହାଦ୍ୱାରା ଧ୍ୱନୀର ତରଙ୍ଗ କମ୍‌ ଶୁଣା ଯାଇଥାଏ।

ସେହିଭଳି ଉଚ୍ଚରେ ଉଡୁଥିବା ବିମାନରୁ ଆସୁଥିବା ଧ୍ୱନୀ ତରଙ୍ଗ ବାୟୁ ଦ୍ୱାରା ଅବଶୋଷିତ ହୋଇଯାଏ। ରାତିରେ ସାଧାରଣତଃ ଆମେ ଗଭୀର ନିଦରେ ଶୋଇଯାଇଥାଉ, ଏହି କାରଣରୁ ପ୍ଲେନ୍‌ର ଶବ୍ଦ ଶୁଣାଯାଇ ନ ଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme