Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିହାର ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ ଓ ପର୍ଯ୍ୟାୟ!

Posted on October 6, 2025

ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହେବ । ନିର୍ବାଚନ କମିଶନ ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏହି ସମ୍ମିଳନୀରେ ନିର୍ବାଚନ ତାରିଖ ସହିତ କେତେ ପର୍ଯ୍ୟାୟରେ ମତଦାନ ହେବ ତାହା ଘୋଷଣା କରିବେ ।

ବିହାରରେ ମୋଟ ୨୪୩ ବିଧାନସଭା ସିଟ୍ ରହିଛି ଓ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ହିଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ସମ୍ପ୍ରତି ୪ ଓ ୫ ଅକ୍ଟୋବରରେ ନିର୍ବାଚନ କମିଶନର ଦଳ ବିହାର ଗସ୍ତ କରି ବିଭିନ୍ନ ଦଳ, ଅଧିକାରୀ ଓ ପୋଲିସ ବିଭାଗ ସହ ଆଲୋଚନା କରିଥିଲେ । ଏହି ସମୟରେ ଆଇନ ବ୍ୟବସ୍ଥା ଓ ମତଦାନ କେନ୍ଦ୍ର ବ୍ୟବସ୍ଥା ନେଇ ତଦାରଖ ହୋଇଥିଲା ।

ଏବେକି ନିର୍ବାଚନରେ ବିହାରରେ ଓନ୍‌-ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ ହେବ, ସମସ୍ତ ପୋଲିଂ ଷ୍ଟେସନରେ ୧୦୦% ୱେବକାଷ୍ଟିଂ ହେବ ଓ ଇଭିଏମରେ ପ୍ରାର୍ଥୀମାନଙ୍କ ରଙ୍ଗୀନ ଫଟୋ ରହିବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme