Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅସୁରକ୍ଷିତ ରାଜଧାନୀ, ମୁଖା ପିନ୍ଧା ଦୁର୍ବତ୍ତଙ୍କ ୪ ରାଉଣ୍ଡ ଫାୟାରିଂ

Posted on October 6, 2025

ରାଜଧାନୀରେ ଗର୍ଜିଲା ବନ୍ଧୁକ । ମଠ ସାମ୍ନାରେ ଆଖିବୁଜା ଗୁଳିମାଡ଼ । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ହୋଇଛି ଗୁଳିମାଡ଼ । ଦୁଇ ଦୁର୍ବୃତ୍ତ ମୁଖା ପିନ୍ଧି ୪ ରାଉଣ୍ଡ ଫାୟାରିଂ କରିଛନ୍ତି । ଗୁଳିମାଡ଼ରେ ଜଣେ ଗୁରୁତର ଓ ଅନ୍ୟ ଜଣେ ଆହତ ହୋଇଛି ।

ଗୁଳି ବାଜିଥିବା ବ୍ୟକ୍ତି ହେଉଛନ୍ତି ସୁନିଲ କୁମାର ବାରିକ ଘର ଚଅରପୁର । ସେହିପରି ଅନ୍ୟ ଜଣେ ହେଉଛନ୍ତି ଅଶୋକ । ଉଭୟଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଛି । ସୁନିଲଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁଇମୁଖା ପିନ୍ଧା ଦୁର୍ବୁତ୍ତ ଆସିପାଚେରି ଡେଇଁ ଗୁଳିମାଡ଼ ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ସିସିଟିଭି ଫୁଟେଜ କୁ ଆଧାର କରି ପୋଲିସ ତନାଘନା ତଦନ୍ତ ଜାରି ରହିଛି ।

ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜମିବାଡ଼ି ଜବରଦଖଲରୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ନବରାତ୍ରରେ ସେହି ମଠ ନିକଟରୃ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ପରବର୍ତ୍ତୀ ପର୍ଯାୟରେ ଏହା ଉଗ୍ରରୂପ ନେଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme