Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦାଦନ ଖଟିବାକୁ ଯାଇ ୨ ପୁଅ ନିଖୋଜ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହାୟତା ମାଗିଛନ୍ତି ମାଆ

Posted on January 11, 2026

ଦାଦନ ଖଟିବାକୁ ଯାଇ ୨ ପୁଅ ନିଖୋଜ । ଖୋଜି ଆଣିବାକୁ ମାଆର ଆକୁଳ ନିବେଦନ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାଲିଦାଣ୍ଡି ଗାଁର ଶରତ ନାୟକ ଓ ଶ୍ରୀମନ୍ତ ନାୟକ ଦାଦନ ଖଟିବାକୁ ଗୁଜରାଟ ଯାଇଥିଲେ । ଆଜକୁ ୧୦ ବର୍ଷ ବିତିଯାଇଥିଲେ ବି ସେମାନଙ୍କର କୌଣସି ଖୋଜ୍ ଖବର ନାହିଁ ।

କିଛି ବର୍ଷ ତଳେ ପୋଖରୀରେ ବୁଡି ଝିଅର ଜୀବନ ଯାଇଥିଲା । ଏବେ ଅସହାୟ ହୋଇପଡିଛନ୍ତି ମାଆ ରୁକୁଣା । ଦୁଇ ପୁଅଙ୍କୁ ଖୋଜି ଆଣିବାକୁ ପରିବାର ପକ୍ଷରୁ ପୀରହାଟ ଥାନାରେ ଅଭିଯୋଗ ଦିଆଯାଇଛି । ହେଲ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହାୟତା ମାଗିଛନ୍ତି ମା ରୁକୁଣା । ତୁରନ୍ତ ଦୁଇ ପୁଅଙ୍କୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme