Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଉଦଘାଟିତ ହେଲା ସୁଇସ ହେଡି ଫାଉଣ୍ଡେସନର “ଆଶ୍ୱାସ”, ବିକଳାଙ୍ଗ ଶିଶୁଙ୍କ ଚିକିତ୍ସା ପାଇଁ ହେବ ଯୁଗାନ୍ତକାରୀ ପଦକ୍ଷେପ

Posted on January 3, 2026

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗୋଦାରବିଲି ଠାରେ ସୁଇଜରଲ୍ୟାଣ୍ଡର ପ୍ରତିଷ୍ଠିତ ଅନୁଷ୍ଠାନ ସୁଇସ ହେଡି ଫାଉଣ୍ଡେସନ ପକ୍ଷରୁ “ଆଶ୍ୱାସ ଭବନ “ନାମକ ଏକ ଚିକିତ୍ସା କେନ୍ଦ୍ର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଜନ୍ମରୁ ୧୬ ବର୍ଷ ବୟସ ବିକଳାଙ୍ଗ ପିଲାଙ୍କ ପାଇଁ ମାଗଣାରେ ଚିକତ୍ସା ପ୍ରଦାନ କରାଯିବ ବୋଲି ଏହାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ରାଂଶ ଦ୍ୱାରା ଶିଶୁଙ୍କ ଚିକିତ୍ସା କରାଯିବ। ଢେଙ୍କାନାଳର ଅଗ୍ରଣୀ ଅନୁଷ୍ଠାନ “ଶୋଭା”ର ପ୍ରତ୍ୟକ୍ଷ ସହଯୋଗରେ ଆଶ୍ୱାସ ଭବନ ପରିଚାଳିତ ହେବ। ଯେଉଁଠି ଅଭିଜ୍ଞ ଡାକ୍ତର ମାନେ ଚିକିତ୍ସିତ କରାଇବେ। ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ, ପରଜଙ୍ଗ ବିଧାୟକ, ବିଜେପି ଜିଲ୍ଲା ସଭାପତି, ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme