Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାରିବାରିକ କଳହର କରୁଣ ପରିଣତି, ବେକରେ ଲୁଗା ଦେଇ ଝୁଲିପଡିଲେ ମହିଳା

Posted on January 2, 2026

 ପାରିବାରିକ କଳହର କରୁଣ ପରିଣତି । ବେକରେ ଲୁଗା ଦେଇ ଝୁଲିପଡିଲେ ମହିଳା ।   ମୃତକ ମମତା ସ୍ବାଇଁ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା  ଗରୁଡବନ୍ଦି ଗ୍ରାମରେ । ଗ୍ରାମର ଲଲାଟ ସ୍ବାଇଁ ଆଠ ବର୍ଷ ପୂର୍ବେ ଅଁଳାଝରି ଗ୍ରାମର ମମତା ସ୍ବାଇଁଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ଇତିମଧ୍ୟରେ ତାଙ୍କର ତିନି ବର୍ଷର ଝିଅଟିଏ । ବିଭିର୍ଣ୍ଣ ସମୟରେ ସ୍ବାମୀ, ଶାଶୁ, ଦିଅର ଓ ନଣଦ ମିଶି ମମତାଙ୍କୁ ଅତ୍ୟାଚାର କରିବା ସହିତ ଅଧିକ ଯୌତୁକ ଦାବି କରିଆସୁଥିଲେ । ଅତ୍ୟଧିକ ନିର୍ଯ୍ୟାତନା ସହିନପାରି ଗତକାଲୀ ରାତିରେ ବେକରେ ଲୁଗାଦେଇ ପଙ୍ଖାରେ ଝୁଲିପଡିଲେ ମହିଳା। ସକାଳେ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ସ୍ବାମୀ ଲଲାଟ ସ୍ବାଇଁଙ୍କୁ ଅଟକ ରଖିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme