
ଗୁଡ଼ି ସୂତାରେ କଟିଲା ବେକ । ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ କଟକରେ ଘଟିଛି ଅଘଟଣ । ପୁଣି କଟକରେ ଗୁଡ଼ି ମାଞ୍ଜା ସୂତାରେ ୨ ଜଣଙ୍କ ବେକ କଟିଛି । ବାଇକ୍ରେ ଯିବା ସମୟରେ ସୂତା ଲାଗି ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । କଟକ ବୟାଳିସ ମୌଜା ଅଞ୍ଚଳରେ ଅଘଟଣ ଘଟିଛି । ଦୁଇଜଣ ହେଲେ ଦେବୀ କଲ୍ୟାଣ ଆଚାର୍ଯ୍ୟ ଓ ଆଶା ଲତା ଆଚାର୍ଯ୍ୟ । ଚିକିତ୍ସା ପାଇଁ ଦୁହିଁଙ୍କୁ ମେଡ଼ିକାଲ ପଠାଇଛନ୍ତି ସ୍ଥାନୀୟ ଲୋକେ ।
