Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ବିଜେଡ଼ି ପକ୍ଷରୁ ୨୯ତମ ପ୍ରତିଷ୍ଠା ଦିବସ ପାଳନ ।

Posted on December 26, 2025

ତାଳଚେର ସାଉଥ ବଲଣ୍ଡା ସ୍ଥିତ କଲ୍ୟାଣି ମଣ୍ଡପଠାରେ ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏଥିରେ ବିଜେଡି ଜିଲା ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟ ଏକ ଇତିହାସ ହୋଇରହିବ ଓଡିଶା ଇତିହାସରେ ବୋଲି କହିବାସହ ବର୍ତମାନର ସରକାର ବିଗତ ଅଠର ମାସରେ କୋଣସି କ୍ଷେତ୍ରରେ ସଫଳ ହୋଇନାହାନ୍ତି । ସରକାରଙ୍କ ସମସ୍ତ ଯୋଜନା ଫେଲ ହେବାସହ କାମଚଳା ବଜେଟର ମାତ୍ର ୩୯ପ୍ରସେଣ୍ଟ ଖର୍ଚ୍ଚ କରିଥିବାବେଳେ 100ପ୍ରସେଣ୍ଟ କେବେ ହେବବୋଲି ପ୍ରଶ୍ନ କରିବାସହ ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ବିଫଳତା ବାର୍ତାକୁ ସହର ,ଗ୍ରାମ ଓ ୱାଡ଼ରେ ପହଂଚାଇବା ପାଇଁ ଆଜି ପ୍ରତିଷ୍ଠା ଦିବସରେ ଶପଥ ନେଇଥିବା ଜିଲ୍ଲା ବିଜେଡି ସଭାପତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ତାଳଚେର ବିଜେଡିର ବ୍ଲକ ଓ କଣିହାଁ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା, ତାଳଚେର ପୌରପରିଷଦର ଉପାଧ୍ୟକ୍ଷା ଓ କାଉନସିଲର, ସମସ୍ତ ଜୋନର ଜିଲ୍ଲା ପରିଷଦ, ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ତାଳଚେର ନିର୍ବାଚନ ମଣ୍ଡଳୀ ବିଜୁ ବରିଷ୍ଠ ଯୁବ ଛାତ୍ର ଓ ମହିଳା ଜନତା ଦଳର ସମସ୍ତ ପଦାଧିକାରୀ, ଓ ଶହଶହ କର୍ମୀ ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme