Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାବା ବୈଦ୍ୟନାଥଙ୍କ ଶରଣରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ…

Posted on December 23, 2025

ବାବା ବୈଦ୍ୟନାଥଙ୍କ ଶରଣରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଦେବଘର ସ୍ଥିତ ବାବା ବୈଦ୍ୟନାଥ ଧାମରେ ପହଞ୍ଚିଛନ୍ତି । ଦେଶର ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ବୈଦ୍ୟନାଥ ଧାମ ସବୁଠାରୁ ପବିତ୍ର ସ୍ଥାନ । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରନ୍ତି । କଙ୍ଗନା ରଣାୱତ ଭଗବାନ ଶିବଙ୍କ ପୂଜା କରିବା ସମୟରେ ସମସ୍ତ ଆବଶ୍ୟକ ପରମ୍ପରା ପାଳନ କରିଛନ୍ତି ।

କଙ୍ଗନା ବାବା ବୈଦ୍ୟନାଥ ଧାମରେ ଶିବ ମନ୍ତ୍ର ଜପ, ଭଜନ ଗାଇବା ଏବଂ ରୁଦ୍ରାଭିଷେକ କରିଥିଲେ । ନିଜ ଇନଷ୍ଟାଗ୍ରାମରେ କଙ୍ଗନା ଫଟୋ ସେୟାର କରି ଲେଖିଛନ୍ତି, ଆଜି ବୈଦ୍ୟନାଥ ଏବଂ ବାସୁକୀ ଧାମର ଦର୍ଶନ କରିଛି । ଏହା ମୋର ୯ମ ଜ୍ୟୋର୍ତିଲିଙ୍ଗ ଦର୍ଶନ ଏବଂ ଅନ୍ୟ ୩ଟି ବାକି ରହିଛି । ଡିସେମ୍ବର ସରିବା ପୂର୍ବରୁ ସମସ୍ତ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ଚାହୁଛି । କଙ୍କନାଙ୍କ ଫଟୋ ଦେଖି ଫ୍ୟାନ୍ସ ଭକ୍ତିକୁ ପ୍ରଶଂସା କରିଛନ୍ତି ।

ନିକଟରେ କଙ୍ଗନା ଫିଲ୍ମ ‘ଧୁରନ୍ଧର’କୁ ନେଇ ପ୍ରଶଂସା କରିଛନ୍ତି । ଫିଲ୍ମର ପ୍ରଯୋଜକ ଆଦିତ୍ୟ ଧରଙ୍କ ସହିତ ରଣବୀରଙ୍କୁ ପସନ୍ଦ କରିବା ସହିତ ଅକ୍ଷୟ ଖାନ୍ନାଙ୍କ ମଧ୍ୟ ପ୍ରଶଂସା କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme