Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୧ କେଭି ତାର ଛିଣ୍ଡି ଜଳିଗଲା ଧାନ ଫସଲ…

Posted on December 20, 2025

୧୧ କେଭି ତାର ଛିଣ୍ଡି ଜଳିଗଲା ଧାନ । ୫ ଏକର ଜମିରେ ଗଚ୍ଛିତ ଥିବା ଧାନ ଫସଲ ପୋଡି ପାଉଁଶ । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିବାରୁ ଧାନଗଦା ପୋଡ଼ି ପାଉଁଶ ।  ସୋର ବାହାନଗା ବ୍ଳକ ତାଳପଦା ଅଞ୍ଚଳରେ ଅଘଟଣ ।  ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ
  • ରାସ୍ତା କଡରେ ମଣିଷ ଖପୁରୀ, କେଉଁଠାରୁ ଓ କେମିତି ଆସିଲା ତାର କାରଣ ଅସ୍ପଷ୍ଟ
  • ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (463)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme