Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅବକାରୀ ବିଭାଗର ଚଢ଼ାଉ,ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ

Posted on December 14, 2025

ଗଛର ମଞ୍ଚା ଉପରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି। ଅବକାରୀ ବିଭାଗ କଲା ପର୍ଦ୍ଦାଫାଶ। ଚଢାଉରେ ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ।

ସୂଚନା ମୁତାବକ, ଅଭିନବ ଉପାୟରେ ଗଛ ଉପରେ ମଞ୍ଚା ବାନ୍ଧି ଚାଲିଥିଲା ଦେଶୀ ମଦ ପ୍ରସ୍ତୁତ।  ଖବରପାଇ ଅବକାରୀ ବିଭାଗ ପକ୍ଷରୁ  ବଡ଼ ଧରଣର ଚଢ଼ାଉ । ଖୁଣ୍ଟୁଣୀ ଥାନା ଡାଳୁଅ, ଖଣ୍ଟୁଆଳି, ବାଉଁଶ ଟାଙ୍ଗର, ସଡ଼କ ସାହି, ପାଦପଥର, ପାତିଆସହି, ଲୁଣି ପଡ଼ିଆ, କଂସର ଗାଁର ସଂରକ୍ଷିତ ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଠିକଣା ମିଳିଥିଲା । ଅବକାରୀ ବିଭାଗକୁ ପ୍ରାୟ ୨୧୦୦ ଲିଟର ଦେଶୀ ମଦ, ୧୫୮୨୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚକୁ ଜବତ କରିଥିଲା । ଏହାପରେ ଘଟଣାସ୍ଥଳରେ ସମସ୍ତ ସାମଗ୍ରୀକୁ ନଷ୍ଟ ମଧ୍ୟ କରାଯାଇଛି। ଏହାସହିତ ଘଟଣାରେ ୬ଟି ମାମଲା ରୁଜୁ କରାଯାଇଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme