Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସକାଳୁ ଉଠି ଫୋନ୍‌ ଚଳାଉଛନ୍ତି କି?

Posted on December 11, 2025

ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ସୁସ୍ଥତା, ଉତ୍ପାଦ କ୍ଷମତା ଓ ନିଦ୍ରାକୁକ୍ଷତି ପହଞ୍ଚାଇଥାଏ ବୋଲି ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ଶେରାୱତ୍ କହିଛନ୍ତି ।ଆଜିର ଅତ୍ୟାଧୁନିକ ଦୁନିଆରେ ଆମ ମଧ୍ୟରୁ ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଫୋନ୍ ସ୍କ୍ରୋଲ୍ ଆରମ୍ଭକରି ରାତିରେ ଶୋଇବା ସହ ହିଁ ଶେଷ କରିଥାନ୍ତି । ଯଦିଓଏହି କ୍ଷତିକାରକ ଅଭ୍ୟାସ ମନୋରଞ୍ଜନ ଧର୍ମୀ ମନେ ହେଉଥାଏ, କିନ୍ତୁ ଚୁପ୍ଚାପ ଭାବେ ଏହା ବ୍ୟକ୍ତିଠାରେ ଉତ୍ପାଦନ କ୍ଷମତା, ମାନସିକ ସ୍ୱାସ୍ଥ୍ୟ ଓ ନିଦ୍ରାର ଚକ୍ରକୁ ନଷ୍ଟକରିଚାଲେ ।ଡାକ୍ତର ପ୍ରିୟଙ୍କା ତାଙ୍କ ଇନଷ୍ଟାରେ ଏହି ଅଭ୍ୟାସ ପଛରେ ଥିବା ବିଜ୍ଞାନକୁ ଦର୍ଶାଇବା ସହ ଏହି ଚକ୍ରକୁ ଭାଙ୍ଗିବାର ସରଳ ଉପାୟ ଜଣାଇଛନ୍ତି ।

ଯଦି ସକାଳେ ଉଠି ତୁରନ୍ତ ମୋବାଇଲ୍ ଦେଖିବା ଆରମ୍ଭ କରୁଥାନ୍ତି, ତେବେ ଅନେକ ଅନାବଶ୍ୟକ ଜିନିଷ ଗ୍ରହଣ କରୁଛନ୍ତି । ଫଳରେ ବ୍ୟକ୍ତି ତା’ ଜୀବନର ଦୈନନ୍ଦିନଯୋଜନା, ସାରାଦିନର କାର୍ଯ୍ୟ ଦକ୍ଷତା ଓ ଦୈନନ୍ଦିନଜୀବନର ଚକ୍ରକୁ ପ୍ରଭାବିତ କରିଥାନ୍ତି । ଫଳରେ ବ୍ୟକ୍ତିଦିନରେ କରିବାକୁ ଥିବା ବିଭିନ୍ନ କାମ ତାଲିକାକୁ ଗୁରୁତ୍ୱଦେଇପାରି ନଥାନ୍ତି ବୋଲି ଡାକ୍ତର ପ୍ରିୟଙ୍କା କହିଛନ୍ତି ।

ଡାକ୍ତରଙ୍କ ଅନୁସାରେ,ଏହି ଅଭ୍ୟାସ ସମଗ୍ର ସୁସ୍ଥତାକୁ ପ୍ରଭାବିତ କରିଥାଏ। ଏହି ସମୟରେ ଚିନ୍ତା ବଢିବାସହ ମୁଣ୍ଡବିନ୍ଧା ମଧ୍ୟ ବଢିଥାଏ । ଡାକ୍ତରଙ୍କ ମତରେ ଏହି ଚକ୍ରକୁ ଭାଙ୍ଗିବା ପାଇଁ ଏକ ସଂରଚିତ ରୁଟିନ୍ ସୃଷ୍ଟି କରିବା ଦରକାର । ଏହି ରୁଟିନରେ ସକାଳ ସ୍କ୍ରିନ୍ ମୁକ୍ତ ହେବାଜରୁରି । ବରଂ ଦିନର ଆଲୋକ ସହ ଘରର ବିଭିନ୍ନ କୋଣ ଅନୁକୋଣକୁ ଦେଖିବା ଓ ପରିବାର ସହ ସମୟବିତାନ୍ତୁ । ପରିବାର ସଦସ୍ୟଙ୍କ ଗତିବିଧି ଲକ୍ଷ୍ୟ କରନ୍ତୁ ।ରାତିରେ ସ୍କ୍ରିନ୍ ଏକ୍ସପୋଜକୁ ସୀମିତ କରନ୍ତୁ। ବିଶେଷକରି ଶୋଇବା ପୂର୍ବରୁ ସ୍କ୍ରିନ୍ଠାରୁ ଦୂରେଇ ରହିବା ଦ୍ୱାରା ନିଦ୍ରାରଗୁଣବତ୍ତା ବଢିବା ଓ ଚାପ ହ୍ରାସ କରିପାରିବେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme