କୂଅରୁ ଉଦ୍ଧାର ହେଲା ହାତୀ ଛୁଆ… Posted on December 8, 2025 ଅନୁଗୋଳ ବଂଅରପାଳ ନରହରି ପୁର ଗାଁର ଏକ ପରିତକ୍ତ କୂଅରୁ ଏକ ହାତୀ ଛୁଆକୁ ଉଧାର କରିଛି ବନବିଭାଗ । ହାତୀ ଛୁଆଟି ଗାଁ ଭିତରକୁ ଆସି କୂଅ ମଧ୍ୟରେ ପଡିଯାଇଥିଲା । ପରେ ବନ ବିଭାଗ ଖବର ପାଇ ଏକ ଜେସିବି ମେସିନ ସାହାଯ୍ୟରେ ପ୍ରାୟ ଏକଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ହାତୀଟିକୁ ଉଦ୍ଧାର କରିଥିଲେ ।