Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜଧାନୀରୁ ୧୦ ମାଉଜର ଜବତ, ବିହାରରୁ ବ୍ରହ୍ମପୁର ଅଭିମୁଖେ ହେଉଥିଲା ଚାଲାଣ

Posted on December 6, 2025

ରାଜଧାନୀରୁ ୧୦ ମାଉଜର ଜବତ। ବିହାରରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ବେଳେ ଗୋଡାଇ ଗୋଡାଇ ଧରିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଖଣ୍ଡଗିରି ଛକରେ ମାଡ଼ି ବସିଲା ପୁଲିସ। ଜଣେ ଅଭିଯୁକ୍ତ ଗିରଫ।

ସୂଚନାନୁଯାୟୀ, ଏକ କାରରେ ଚୋରା ମାଉଜର ଓ କାଇବାଇନ୍ ଚାଲାଣ ହେଉଥିଲା। ଏହା ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏ ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ କମିଶନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଚଢାଉ କରିଥିଲା। କାରଟିକୁ ପିଛା କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ହେଲେ ଏସଟିଏଫ୍ ଟିମ୍ କାର୍ଟିକୁ ଗୋଡାଇ ଗୋଡାଇ ଖଣ୍ଡଗିରି ଛକରେ କାବୁ କରିଛି। କାର୍ଟିକୁ ଯାଞ୍ଚ କରିବାରୁ ଏହା ଭିତରୁ ୧୦ ମାଉଜର, କାରବାଇନ୍ ଓ ଜୀବନ୍ତ ଗୁଳି ଜବତ ହୋଇଛି। ଏହା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଏହି ରାକେଟ୍‌ ରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୁଲିସ ଛାନଭିନ୍ ଚଳାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme