Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ: ବିମାନ ବାତିଲ ଯୋଗୁ ଯାତ୍ରୀ ହନ୍ତସନ୍ତ

Posted on December 6, 2025

ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ବିମାନ ବାତିଲ ଏବଂ ଉଡ଼ାଣରେ ବିଳମ୍ବ ଯୋଗୁ ଏକାଧିକ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ମଧ୍ୟ ଅନେକ ବିମାନ ବାତିଲ ହୋଇଛି, ଯେଉଁଥିରେ ଗତକାଲି ବାତିଲ ହୋଇଥିବା ୧୬ଟି ବିମାନ ମଧ୍ୟରେ ରହିଛି।
ବିଶେଷ କରି ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀମାନେ ଅଧିକ ହଇରାଣ ହରକତ ହେଉଥିବା ଜଣାପଡ଼ିଛି। ଯାତ୍ରୀଙ୍କୁ ବିମାନ ଯାତ୍ରା ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳୁନଥିବାରୁ ସେମାନେ ଦୀର୍ଘ ସମୟ ଧରି ଏୟାରପୋର୍ଟରେ ଫସି ରହୁଛନ୍ତି। ଉପଯୁକ୍ତ ସୂଚନା ଏବଂ ସମାଧାନର ଅଭାବ ଯୋଗୁଁ ଯାତ୍ରୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme