Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜଧାନୀରେ ଦୁର୍ବୃତ୍ତ ଆତଙ୍କ,ବାଇକ୍‌ ଆସି ଫଳ ଦେକାନୀକୁ ଗୋଡ଼ାଇ ହାଣିଲେ ୩ ରୁ ୪ ଜଣ ଯୁବକ

Posted on December 5, 2025

ପଟିଆ  ରେଳଷ୍ଟେସନସ୍ଥିତ ବିଜୁନଗର ଅଞ୍ଚଳରେ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଆତଙ୍କ  ଖେଳାଇଛନ୍ତି । ସେମାନେ ଜଣେ  ଫଳଦୋକାନୀକୁ ଗୋଡ଼ାଇ ହାଣିଛନ୍ତି ।  ଆକ୍ରମଣରେ ଫଳଦୋକାନୀ ଜଣକ  ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ  ରାଜକୁମାର ସ୍ୱାଇଁ । ତାଙ୍କ ମୁଣ୍ଡ, କାନ୍ଧ ଓ  ଶରୀରର ଅନ୍ୟାନ୍ୟ ଜାଗାରେ ଏକାଧିକ  ଖଣ୍ଡା ଚୋଟ ବାଜିଛି । ଇନ୍‌ଫୋସିଟି ଥାନା  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା  ଚଳାଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା  ମୁତାବକ, ଆଜି ରାତି ପ୍ରାୟ ୧୦ଟା ବେଳେ  କିଛି ଯୁବକ ୩-୪ଟି ବାଇକ୍‌ ଧରି ଉକ୍ତ  ଅଞ୍ଚଳରେ ଚକ୍କର କାଟିଥିଲେ । ସମସ୍ତେ  ହାତରେ ଖଣ୍ଡା ଧରିଥିଲେ । ଜଣେ ଫଳ  ଦୋକାନୀ ଏହାକୁ ବିରୋଧ କରିବାରୁ ତାଙ୍କୁ  ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme