Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୁବନେଶ୍ବରରେ ଅକ୍ଷୟ କୁମାର, ବିମାନବନ୍ଦରରେ ନଜର ଆସିଛନ୍ତି ଖିଲାଡ଼ି

Posted on December 5, 2025

ଭୁବନେଶ୍ବରରେ ଖିଲାଡ଼ି କୁମାର । ବିମାନବନ୍ଦରରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର । ତାଙ୍କ ଫଟୋ ଉଠାଇବାକୁ ଖଚାଖଚ ଭିଡ ହୋଇଥିଲା । ରାଜସ୍ଥାନ ଯୋଧପୁରରୁ ଭିଏତନାମକୁ ଯାଉଥିଲେ ଅକ୍ଷୟ କୁମାର । ତେବେ ସ୍ପେଶାଲ କନେକ୍ଟିଂ ପ୍ଲାଇଟ୍ ଭୁବନେଶ୍ବରରୁ ଥିବାରୁ ଏଟାରେ ସେ କିଛି ସମୟ ରହିଥିଲେ ।

ଏହି ରହଣୀ ସମୟରେ ସେ କିଛି ସମୟ ପାଇଁ ବିମାନବନ୍ଦର ବାହାରକୁ ଆସିଥିଲେ । ପରେ ବୁବନେଶ୍ବରରୁ ଭିଏତନାମକୁ ସ୍ପେଶାଲ ଫ୍ଲାଇଟରେ ଯାତ୍ରା କରିଥିଲେ । ଭୁବନେଶ୍ବରରେ ଅକ୍ଷୟ କୁମାର ଥିବା ଜାଣିବା ପରେ ତାଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥିଲା । ଏଥିପାଇଁ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme