Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ, କ୍ୟାନସେଲ ହୋଇପାରେ ଆହୁରି ଅଧିକ ବିମାନ

Posted on December 5, 2025

ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ । ଟଳୁନି ଇଣ୍ଡିଗୋ ସଂକଟ । ଗତକାଲି ଗୋଟିଏ ଦିନରେ ୫୫୦ ଇଣ୍ଡିଗୋ ଫ୍ଲାଇଟ ବାତିଲ ହୋଇଛି । ଏହି ବ୍ୟାଘାତ ପାଇଁ କ୍ଷମା ପ୍ରାର୍ଥନା କରିଛି ଏୟାରଲାଇନ । ବିମାନ ସେବା ବ୍ୟାଘାତ ପାଇଁ ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ ହାଇଦ୍ରାବାଦ ଏୟାରପୋର୍ଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏହି ୪ ବିମାନବନ୍ଦରରୁ ୧୯୧ ବିମାନ ଉଡ଼ାଣ ରଦ୍ଦ ହୋଇଥିଲା। ଆଜି ଆହୁରି ଅଧିକ ବିମାନ କ୍ୟାନସେଲ ହୋଇପାରେ। ଇଣ୍ଡିଗୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ତୃତୀୟ ଦିନ ପାଇଁ ଅପରେସନ୍ ସମସ୍ୟା ଜାରି ରହିଛି ।

ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ। ଗତକାଲି ଦିନ ତମାମ ଅପେକ୍ଷା କରି ଶେଷରେ ନିରାଶ ହୋଇଥିଲେ ଯାତ୍ରୀ । ସମାଧାନ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ DGCA ଇଣ୍ଡିଗୋ ଅଧିକାରୀଙ୍କୁ ଭେଟିଥିଲେ । ପ୍ରତିଦିନ ୨୩ଶହ ଇଣ୍ଡିଗୋ ବିମାନ ଚଳାଚଳ କରୁଛି। ଅପରେସନ୍ ସମସ୍ୟା ଯୋଗୁ ଠିକ୍ ସମୟରେ ଉଡ଼ାଣ ହାର ୩୫%କୁ ଖସି ଆସିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme