Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇଣ୍ଡିଗୋ ବିମାନକୁ ବୋମା ଧମକ, ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ।

Posted on September 30, 2025

ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ଆଜି ମିଳିଛି ବୋମା ଧମକ । ଏହି ଖବର ଶୁଣିଲା ପରେ ସମସ୍ତେ ଭୟଭୀତ ହୋଇଛନ୍ତି । ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ସୂଚନା ଅନୁସାରେ ଇଣ୍ଡିଗୋ ବିମାନ ୬ ଇ ୭୬୨ରେ ପାଖାପାଖି ୨୦୦ ଲୋକ ଯାତ୍ରୀ ରହିଥିଲେ । ସୁରକ୍ଷା ଏଜେନ୍ସି ଯାଞ୍ଚ କରିବା ପରେ ଏହାର ସତ୍ୟତା ଜଣା ପଡିଥିଲା । ଏହି ବିମାନ ଏୟାରବେସ୍ ଏ୩୨୧ନୂଆ ଥିଲା । ଏହା ସକାଳ ସମୟରେ ପ୍ରାୟ ୭-୫୩ରେ ସୁରକ୍ଷିତ ଭାବରେ ଦିଲ୍ଲୀ ବିମାନବନ୍ଦରରେ ଓହ୍ଳାଇଥିଲା । ତେବେ ବିମାନ କର୍ତ୍ତୁପକ୍ଷଙ୍କ ସରକାରୀ ବୟାନକୁ ଅପେକ୍ଷା କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme