Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu
BANA

ଗୋଲବଜାର ବାଣ ଗୋଦାମ ଉପରେ ଚଢ଼ଉ

Posted on September 30, 2025

୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ ଜବତ

ରାଉରକେଲା : ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋଲବଜାର ନିକଟରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ସ୍ପେଶାଲ ସ୍କ୍ୱାର୍ଡ ଆଜି ଗୋଲବଜାର ଅଞ୍ଚଳରେ ଦୁଇଟି ବ୍ୟବସାୟୀଙ୍କ ଘରେ ଓ ଗୋଦାମ ଘରେ ଅତର୍କିତ ଚଡ଼ାଉ କରି ୪୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଥିବା ଜଣାପଡିଛି।
 ସୂଚନା ମୁତାବକ, ସୁନ୍ଦରଗଡ଼ ସ୍ପେଶାଲ୍ ସ୍କ୍ୱାର୍ଡ ଗୋଲବଜାର ଅଞ୍ଚଳରେ ପହଞ୍ଚି ବୀରମିତ୍ରପୁର ଥାନା ପୁଲିସ ଗୋଲ ବଜାର ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ରାଧିକା କାନଫେକସନାରି ଓ ପବ୍ଲିକ ଡିମାଣ୍ଡ ଦୋକାନ ଓ ଘରେ ଛଡାଉ କରିଥିଲେ। ରାଧିକା ମାଲିକ ନିଜ ଘରେ ବାଣ ରଖିଥିବା ପୁଲିସ ପାଇଥିବା ବେଳେ ପବ୍ଲିକ ଡିମାଣ୍ଡ ତାଙ୍କ ଦୋକାନ ପଛପଟ ଗୋଦାମ ରେ ବାଣ ପାଇଥିଲେ। ଉଭୟ ସ୍ଥାନରେ ଚଢ଼ଉ ଜାରି ଥିବା ବେଳେ ପାଖାପାଖି ଚାଳିଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme